Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ବିଶ୍ୱାସ ଓ ଭରଷା

ବିଶ୍ୱାସ ଓ ଭରଷା

1 min
7.4K


ତୁମର ମୋ ଉପରେ ଭରସା ଥିଲା

ଯେଉଁ ଭରସାକୁ ନେଇ

ତୁମେ ମୋତେ ଭଲ ପାଇଥିଲ ।

ଆଉ ମୋର ତୁମ ଉପରେ

ସେତିକି ବିଶ୍ୱାସ ଥିଲେ

ଯେଉଁ ବିଶ୍ୱାସରେ ମୁଁ ତୁମକୁ

ଆପଣାର କରିଥିଲି ।

ଏହି ବିଶ୍ୱାସ ଆଉ ଭରସାକୁ ନେଇ

ଆମେ ଗଢିଥିଲେ ଆମ ପ୍ରେମର ଏକ ମଜବୁତ ଘର ।

କାହିଁକିନା ମୁଁ ଜାଣିଥିଲି ଯଦି

ଥରୁଟିଏ ଭରସାର ବନ୍ଧଟି

ଭାଙ୍ଗିଯାଏ ତାହେଲେ ପ୍ରେମ

ବଞ୍ଚି ରୁହେନା ଆଉ ତୁମେ

ମଧ୍ୟ ଜାଣିଥିଲ ଥରେ ବିଶ୍ୱାସ

ତୁଟିଗଲେ ସେହି ମଜବୁତ ଘରଟି

ପବନରେ ଦୋହଲି ଗଲା ପରି

କୁଆଡେ ଭାଙ୍ଗି ରୁଜି ଯାଏ ।

ବିଶ୍ୱାସ ଆଉ ଭରଷା ବିନା

ପ୍ରେମଟା ସମ୍ଭବ ନୁହେଁ

ସେହି ବିଶ୍ୱାସ ଆଉ ଭରସାକୁ

ପାଥେୟ କରି ବଂଚି ରହିଛି

ଆମର ସେହି ପ୍ରେମ ।


Rate this content
Log in