Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

2  

Neelima Nivedita Behera

Others

ଆଶା

ଆଶା

1 min
6.6K


ଚତୁର୍ଥୀ ଜହ୍ନ

ଆଉ ତା'ର ଚୂନା ଚୂନା ରୁପେଲି ଜୋଛନା

କୋଳେଇ ନେଇ

ଓଦା ହେବାକୁ ସେଥିରେ କିନ୍ତୁ, ମୋତେ ଥିଲା ମନା !

ଜୀବନ କଳାପଟାରେ

ଅଧା କଷା ଯାଇଥିବା ମୁଁ ସିନା ଗୋଟାଏ ଅଙ୍କ

ସମାଧାନ ପାଇଁ

ମୋ ଆୟୁଷ ଅବଧି, ସୂତ୍ର ନା କେବଳ ଏକ ବିତର୍କ ?

ପେଟର ଭୋକ ପରି

ଆଶା କିନ୍ତୁ ତିଳେ ତିଳେ ହେଉଥିଲା ଡହଳ-ବିକଳ

ବଞ୍ଚିବା ଯେ ଶେଷକୃତ୍ୟ

କହୁ ପଛେ କେହି ତାକୁ ଅପଦାର୍ଥ, ଅଯୋଗ୍ୟ ଅବା ପାଗଳ । 


Rate this content
Log in