ଅଙ୍କାବଙ୍କା - 83
ଅଙ୍କାବଙ୍କା - 83
1 min
6.6K
କଳା ମଚମଚ କେଶ ରାଶି ସାଙ୍ଗେ
ଆଖିରେ କଳା ରେବାନ
କିଏ ଶାଳୀ କିଏ ଶାଶୁମା ଚିହ୍ନିବା
ହେଲାଣି ଏବେ କଠିନ
ପ୍ରମୋଦ କୁମାର ଜେନା ©