Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

2  

Banali Dash

Others

ବେଳେବେଳେ କାହିଁକି

ବେଳେବେଳେ କାହିଁକି

1 min
6.7K


ବେଳେବେଳେ କାଇଁ ଏମିତି ହୁଏ!

ନିଜର ଲାଗୁଥିବା ଲୋକମାନେ ଧିରେ

ପର କରି ଚାଲନ୍ତି,

କୁହୁଡ଼ି କୁକୁଡ଼ାଟି ପରି ଦିହ ଜାକି

ଦୂରାତିଦୂରକୁ;

ଆଉ ସେମାନଙ୍କ ସ୍ଵଳ୍ପ ଭାବନା ରାଶିର

ଦସ୍ତାବିଜରେ ବି ନଥାଏ ମୁଁ,

କି ମୋ' ଛୋଟିଆ ଭାବନା ରାଶିଟିଏ ।


Rate this content
Log in