Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naresh Kumar Behera

Others Tragedy

3  

Naresh Kumar Behera

Others Tragedy

ଏ ହତଭାଗା ତୁମେ

ଏ ହତଭାଗା ତୁମେ

1 min
6.5K


ଚାଲିଯାଅ ଏକୁଟିଆ

ଯଦି ଶୁଣିବେନି କେହି ତୁମ ବାଣୀ ।

ଭୟରେ ଥରେ ଯାଆନ୍ତି ଯଦି, ମୁକ୍ତ ଦିବାରକୁ ଚାହିଁ

ଏ ହତଭାଗା ତୁମେ,

ଖୋଲିଦିଅ ତୁମ ଦ୍ଵାର, କହିଯାଅ ଏକାକିରେ ।

ଯଦି ତୁମେ ପାରିକଲ ମରୁଭୂମି, ଏ ଆବର୍ତ୍ତନରେ

ପୁରସ୍କୃତ ହେବ ତୁମେ,

ଏ ହତଭାଗା ତୁମେ,

ଚାଲିଯାଅ ଏକୁଟିଆ

ରକ୍ତର କଣ୍ଟିଳ ପଥରେ, ଦୃଢ ପଦକ୍ଷେପରେ ।

ଯଦି ବତାସ-ଉତ୍ୟକ୍ତ ରାତ୍ରିରେ,

ସାହସ କରିବେନି,

ଉଚ୍ଚରେ ଆଲୋକ ଦେଖାଇବାକୁ,

ଏ ହତଭାଗା ତୁମେ,

ପ୍ରଜ୍ଜ୍ଵଳିତ କର ତୁମ ହୃଦୟ

ବନିଯାଅ ନିଜେ ନିଜ ଅଲୌକିକ ପଥ-ପ୍ରଦର୍ଶକ

ବିଜୁଳି ଓ ଯନ୍ତ୍ରଣାର ଉପାଧିରେ ॥


Rate this content
Log in