Satyanarayan Sahoo

Children Stories

2  

Satyanarayan Sahoo

Children Stories

ଟିକି ପିଲାଟିର ସାହସ

ଟିକି ପିଲାଟିର ସାହସ

1 min
92



ଟିକି ପିଲାଟିଏ ନିଜ ଗାଁ ପାଖ ଜଙ୍ଗଲ ପଥରେ କେଉଁ ଠାକୁ ଯାଉ ଥାଏ । ଅଳ୍ପ ବାଟ ଯିବା ପରେ ଅନତି ଦୂରରେ ଗୋଟିଏ ବିରାଟକାୟ ଅଜଗର ସାପ ବଡ ଆଆଁ କରି ଫଁ ଫଁ ରଡି କରି ତା' ଆଡେ ଆଗେଇ ଆସୁ ଥିବାର ଦେଖିଲା ! ହଠାତ୍ ଭୟ ‐ବିସ୍ମୟାଦି ବିବିଧ ଭାବର ଭଉଁରୀ ରେ ତା' ମନ

ଶଙ୍କା‐କୁଳିତ ହୋଇ ଉଠିଲା ! କ'ଣ କରିବ ? କୁଆଡେ ବା

ଯିବ ? ଯେଉଁ ଆଡେ ଗଲେ ବି ଅଜଗର ର ପାଟିରୁ ରକ୍ଷା

ନାହିଁ । ଦ୍ରୁତ ଗତିରେ ଦୌଡିବାକୁ ଲାଗିଲା !

କିଛି ଦୂର ଯାଇ ଏକ ଛୋଟ ସୁଡଙ୍ଗ ଦେଖାଲା ! ଚିନ୍ତା କଲା 

ଏଥିରେ ପଶିଗଲେ ସାପ ମୁହଁରୁ ବର୍ତ୍ତି ପାରିବ କି ନାହିଁ ?

ତା' ପରେ ସେ ସେହି ସୁଡଙ୍ଗ ଭିତରେ ପଶିଗଲା !

ତହିଁରେ କିଛି ବାଟ ଚାଲି ଜାଣିଲା ସୁଡଙ୍ଗ ଟି ନିଜ ଗାଁ ଯାଏ 

ଲମ୍ବିଛି ।


Rate this content
Log in