Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୩୨*

ସଂଳାପ-୩୨*

1 min
1.7K


ସଂଳାପ-୩୨*
              
ନିଜ ଜନ୍ମିତ ସନ୍ତାନ 
ପିତାଙ୍କ କ୍ଷଣିକ କୋପ ସମ୍ଭାଳିବାକୁ କୁଣ୍ଠାବୋଧ କରନ୍ତି କାହିଁକି ? ମୋର ବୁଝା ପଡେ ନାହିଁ ।      
ସ୍ଵଭାବିକ, ଜଣେ ପିତା ତା ସନ୍ତାନକୁ ଭଲପାଇବ।
ନିଜେ କଷ୍ଟ ସହି ସେମାନଙ୍କୁ ବୟସ୍କ ହେବାରେ ସାହାଯ୍ୟ କରିବା।
        ବୃଦ୍ଧ ପିତାର ଅଳ୍ପ ବାଚାଳାମି ସମ୍ଭାଳିବାରେ କୁଣ୍ଠାବୋଧ କାହିଁକି? ଥରେ ସେମାନେ ଭାବନ୍ତୁ;
ଜଣେ ମଣିଷ ଏବଂ ତାରି ପରିସ୍ଥିତି ବିଷୟରେ ତାପରେ ତାଙ୍କରି ମନ ଭିତରେ ସେ ପାଉଥିବା କଷ୍ଟର ପରିମାଣ କେତେ ଓଜନଦାର। ତତପଶ୍ଚାତ ସେ ଯଦି ପ୍ରତିଶୃତି ଦିଅନ୍ତି।
କଦାପି ସେ ଭୁଲ ଭବିଷ୍ୟତରେ କରିବେ ନାହିଁ 
ସେ କ୍ଷେତ୍ରରେ ପିତାଙ୍କୁ ପିତା ଭଳି ବ୍ୟବହାର କରି ଦେଖନ୍ତୁ। ଆପଣଙ୍କ ହାତ ମୁଠାରେ ସ୍ୱର୍ଗ ହେଉଛି ବୃଦ୍ଧ ବାପା ଏବଂ ମା’ ।
କାଶ୍ୟପ,
ରାୟଗଡା।


Rate this content
Log in