End of Summer Sale for children. Apply code SUMM100 at checkout!
End of Summer Sale for children. Apply code SUMM100 at checkout!

Reeta aparajeeta Mohanty

Others


5.0  

Reeta aparajeeta Mohanty

Others


ସମୟ

ସମୟ

1 min 578 1 min 578


ସମୟ କାହା ପାଇଁ ଅପେକ୍ଷା କରେନି।ସବୁ ମାନସ ବିଦେଶୀ ପକ୍ଷୀ ସାଜିଲା ।ଦୀର୍ଘ ତିନି ବର୍ଷ ପରେ ଘରକୁ ଫେରିଛି ।ସାଙ୍ଗରେ ଅଲିସାକୁ ଆଣିଛି।ସେଠି ବାହା ହୋଇଛି।ସେ କଥା ବି ଘରେ କହିନି। ଏବେ ଘରେ ଫେରି ଦେଖେ ତ ଘର ତାଲା ପଡିଛି।


ପଡିଶା ଘରୁ ଜାଣିଲା ତା ବୋଉ ଦେହ ବହୁତ ଖରାପ । ସେ ଦୌଡି ଦୌଡ଼ି ସେଠି ପହଁଚିଲା ବେଳକୁ ବୋଉ ଟିକେ ଅନେଇ ଆଖି ବୁଝି ଦେଲା। ସବୁ ସେଇ ସମୟର ଖେଳ।



Rate this content
Log in