STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ସମୟ

ସମୟ

1 min
588


ସମୟ କାହା ପାଇଁ ଅପେକ୍ଷା କରେନି।ସବୁ ମାନସ ବିଦେଶୀ ପକ୍ଷୀ ସାଜିଲା ।ଦୀର୍ଘ ତିନି ବର୍ଷ ପରେ ଘରକୁ ଫେରିଛି ।ସାଙ୍ଗରେ ଅଲିସାକୁ ଆଣିଛି।ସେଠି ବାହା ହୋଇଛି।ସେ କଥା ବି ଘରେ କହିନି। ଏବେ ଘରେ ଫେରି ଦେଖେ ତ ଘର ତାଲା ପଡିଛି।


ପଡିଶା ଘରୁ ଜାଣିଲା ତା ବୋଉ ଦେହ ବହୁତ ଖରାପ । ସେ ଦୌଡି ଦୌଡ଼ି ସେଠି ପହଁଚିଲା ବେଳକୁ ବୋଉ ଟିକେ ଅନେଇ ଆଖି ବୁଝି ଦେଲା। ସବୁ ସେଇ ସମୟର ଖେଳ।



Rate this content
Log in