STORYMIRROR

Reeta aparajeeta Mohanty

Others

2  

Reeta aparajeeta Mohanty

Others

ସେ ମୋର ଅଧା

ସେ ମୋର ଅଧା

1 min
592

ସମସ୍ତେ ତାକୁ ରାଗିଭାବନ୍ତି। ହେଲେ ମୁଁ ଜାଣେ ସେ ଜମା ରାଗି ନୁହେଁ।ମୋ ଖାମ -ଖିଆଲ ଗୁଣ ପାଇଁ ମତେ କିଏ କାଳେ ଠକିଦେବ। ତେଣୁ କାଳିଆ ବୋଉ ମତେ ଏତେ ଆକଟ କରେ।

ସେଦିନ ପରିବାଵାଲା ସବୁ ପୋକରା ବାଇଗଣ ଦେଇ ଅଧିକ ଟଙ୍କା ନେଇଗଲା। ସେ ମୋ ସହ ଯାଇ ଝଗଡା କରି ପରିବାବାଲା ଠୁ କିଛି ପଇସା ଆଦୟ କଲା। ମୁଁ ଏକା ପାରିନଥାନ୍ତି। ହକ କଥା ପାଇଁ ଦାଣ୍ଡରେ ଲଢ଼ିବାକୁ ସେ ରାଜି। ତାର ଏଇ ଗୁଣ ପାଇଁ ସମସ୍ତେ ତା ଉପରେ ବିଗଡ଼ନ୍ତି। ହେଲେ ମୁଁ ଜାଣେ ମୋ ଘର ଆଜି ଯାହା କେବଳ ଶାନ୍ତି ପାଇଁ। ସେଇ ମୋ ଜୀବନର ସୁଖ ନିଦ। ସେଇ ମୋ ସ୍ତ୍ରୀ। ତା କଥା କଡା ହେଇପାରେ।ହେଲେ ତା ମୋ ପାଇଁ ଔଷଧ ପରି l

ସେ ମୋ ବିନା ଅଧା ମୁଁ ତା ବିନା ଅଧ।।

ସେ ମୋର ସ୍ତ୍ରୀ। ସେ ମୋର ଅଧା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍