Ram Prasad Bisoi

Others

1  

Ram Prasad Bisoi

Others

#ପ୍ରତିତ ମଣିଷର ଯାତ୍ରା

#ପ୍ରତିତ ମଣିଷର ଯାତ୍ରା

1 min
1.5K


#ପ୍ରତିତ ମଣିଷର ଯାତ୍ରା ।
 
କିଛିଦିନ ଏମିତି ଗାଡି ଯାଏ । କିଛି ଲେଖା, କିଛି କବିତା,
ପରେ ଏକ ସ୍ୱଳ୍ପ ବିରାମ ଅନିବାର୍ଯ୍ୟ ହୋଇ ପଡେ । ଜୀବନର ଗତିପଥ ଏମିତି ମୋଡ ନିଏ । 
ସମସ୍ୟାଗୁଡିକ ଆପେ ଆପେ ଲଗାଲଗି ହୋଇ ଏକାଥରେ ଏମିତି ଆସେ ମନୁଷ୍ୟର ସବୁ ଚିନ୍ତନକୁ ଭୁଲ ପ୍ରାମାଣିତ କରି ଚାଲି ଯାଏ କେବଳ ରହିଯାଏ ଏକ ନିଃଶବ୍ଦତା ।
 ସମୟକୁ ପ୍ରତୀକ୍ଷା କରିବା ଛଡା ମଣିଷ ପାଖରେ ଆଉ ଅନ୍ୟ କିଛି ଚାରା ରହି ନ ଯାଇଥାଏ ।  ଦୀର୍ଘ ପ୍ରତୀକ୍ଷା , ଦିନଚର୍ଯ୍ୟା ,ସ୍ଵଳ୍ପ ବିରାମ, ଏୟା ଭିତରେ ବଞ୍ଚୁଥିବା ଏକାକୀ ମଣିଷ ।  ଏଇ ତ ଜୀବନର ସତ୍ୟତା ଆଉ କିଛି ନୁହେଁ ।   ରିକ୍ତ ହସ୍ତ , ଢେର ପ୍ରାଚୁର୍ଯ୍ୟତା ଭିତରେ
ନିରବତାରେ ଆଚ୍ଛନ୍ନ ଅନ୍ଧାରି ରାତିରେ ବି ନିରନ୍ତର  ପ୍ରବାହମାନ ପାହାଡ଼ି ଝରଟି ଭଳି ଏକାକି ଚାଲୁ ଥିବା 
#ପ୍ରତିତ ମଣିଷର ଯାତ୍ରା ।
କାଶ୍ୟପ,ରାୟଗଡା ।


Rate this content
Log in