STORYMIRROR

SACHALA GURU

Children Stories

4  

SACHALA GURU

Children Stories

ପ୍ରଶଂସାମଣିଷ ଏକ ସାମାଜିକ ପ୍ରାଣୀ

ପ୍ରଶଂସାମଣିଷ ଏକ ସାମାଜିକ ପ୍ରାଣୀ

1 min
207

ଏହି ସମାଜ ମଧ୍ୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ବାସ କରନ୍ତି।

ତାହାରି ଭିତରେ ଯିଏ କଲ୍ୟାଣ କର କର୍ମମାନ 

କରିଥାଏ।ସେ ପ୍ରଶଂସା ର ପାତ୍ର ହୋଇଥାଏ।

 ସୁବର୍ଣ୍ଣ ପୁର ଗ୍ରାମ ରେ ମଦନ ଦାସ ବୋଲି ଜଣେ ବ୍ୟକ୍ତି ବାସ କରୁଥିଲେ।ସେ ଧନ ସମ୍ପତ୍ତି ର ମାଲିକ ଥିଲେ।ତାଙ୍କର ଏକମାତ୍ର ପୁତ୍ରଟିଏ ଥିଲା।ତାହାର ନାମ ନରି 

ଦାସ। ମଦନ ଦାସ ଜଣେ ଧନଶାଳୀ ବ୍ୟକ୍ତି ହୋଇ ଥିଲେ ମଧ୍ୟ  ତାଙ୍କ ପାଖରେ ଗର୍ବ ଅହଂକାର ଭାବ ନ ଥିଲା ।

         ଦମ୍ପତି ଦୁହେଁ ପରିବାର ଓ ସମାଜରେ ଅତୀବ ପ୍ରିୟପାତ୍ର ଥିଲେ। କୋଣସି ବ୍ୟକ୍ତି ଅଭାବ ଅସୁବିଧା ରେ ପଡି ତାଙ୍କ ନିକଟକୁ ଗଲେ, ସେ କେବେ ଖାଲି ହସ୍ତରେ ଫେରୁ ନ ଥିଲେ ।ଏହି ସଂସାରେ ଅନେକ ଧନଶାଳୀ ବ୍ୟକ୍ତି ଥିଲେ, କିନ୍ତୁ ତାଙ୍କ ପରି ମହତ ବ୍ୟକ୍ତିମିଳିବା ବିରଳ ଥିଲା

 

       ଥରେଜଣେ ଗରିବ ଲୋକ ମଦନଦାସ ଙ୍କନିକଟକୁ ତାହାରଦୁଃଖକାହାଣୀକହିବାକୁ ଆସିଥିଲା।ତାହାର ପୁତ୍ର ରମେଶ ଭଲ ପାଠପଢୁଥିଲେ ମଧ୍ୟ୍ୟ ଅର୍ଥଅଭାବ ରୁ ବିଦ୍ୟାଳୟ ରେନାମଲେଖେଇ ପାରୁ ନଥିଲା ! ଏହି ଗରିବଟିରକଥାରେ ମଦନ ବାବୁ ଖୁସି ହୋଇ କହିଲେ, ତୋର ପିଲା ଯେତେ ପାଠ ପଢିବ ମୁଁତାକୁ ପାଠ ପଢ଼ାରେ ସାହାଯ୍ୟ କରିବି !ସେହି ପିଲା ଦିନେ ପାଠ ପଢି ଭବିଷ୍ୟରେଭଲ ଅଫିସର ହୋଇପାରିଲା !ଏହି କଥା ଶୁଣି ଗ୍ରାମ ବସି ମାନେ ମଦନ ଦାସ କୁ ଭୁରି ଭୁରି 

ପ୍ରଶଂସା କଲେ !

                 


 




  



 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍