STORYMIRROR

Sunanda Mohanty

Others

3  

Sunanda Mohanty

Others

ପରିମାପକ

ପରିମାପକ

1 min
152

ଭୁଲ କାହାର ନଭାବି ଯଦି ସବୁବେଳେ ଏକତ୍ରିତ ହୋଇ ସମାଧାନର ସୂତ୍ର ଖୋଜି ହୁଅନ୍ତା ହିଂସା, ରାଗ, ଦ୍ୱେଷ, ସ୍ୱାର୍ଥପରତା ଦୂରେଇ ଯାଆନ୍ତା । ଆଜିକାଲି ସଂସାରରେ ଯୌଥ ପରିବାର ପସନ୍ଦ ନୁଁହ କିନ୍ତୁ ଅଵିଜ୍ଞ ବାପା-ମାଆ, ଜେଜେ-ଜେଜୀ, କାକା-ଖୁଡ଼ୀ ଇତ୍ୟାଦିଙ୍କ ଭିତରେ ଖୁସିର ବାତାବରଣ କେତେ ନିଆରା ନଦେଖିଲେ ହୃଦବୋଧ ହେବନାହିଁ । ସେଇଥିପାଇଁ ମୁଁ ବାଳିକା ବଧୂ ଦେଖେ ସତ ହେଲେ ସେଦିନ ପଚାରିଥିଲି ଜଣେ ପୁରୁଷ ସହକର୍ମୀଙ୍କୁ, ମହିଳା ବା ସ୍ତ୍ରୀ ଲୋକଟିଏ ଯୋଗୁଁ ଘର ଭାଙ୍ଗିଯାଏ କୁହାଯାଏ । କିନ୍ତୁ ପୁରୁଷ ଘର କଥାରେ ନିଉଟ୍ରାଲ ଥିଲା ବେଳେ ବାହାରେ ଏତେ ଉତକ୍ଷିପ୍ତ କାହିଁକି ? ରକ୍ତପାତ ହାତାହାତି, ଦୁଷ୍କର୍ମର କାରଣ ତ ପୁରୁଷ, ବୁଝେଇଦେଇଥିଲେ । ସବୁରି ଭିତରେ ପଶୁ ପ୍ରବୃତ୍ତି କାମ କରେ । ସ୍ତ୍ରୀ ଲୋକଟିଏ ଚାରିକାନ୍ଥ ଭିତରେ ସିଂହୀ ସାଜିଲା ବେଳେ ପୁରୁଷ ବାହାରେ ସିଂହ ହୁଏ, ତ ମୁଁ କହିଲି ଏଥିପାଇଁ ସଚେତନତା କେବଳ ଶିକ୍ଷା, ଆଧ୍ୟାତ୍ମିକ ପୂର୍ଣ୍ଣ ଶିକ୍ଷା, ସାର ହସୁଥିଲେ l


Rate this content
Log in