STORYMIRROR

Chinmayee Sahoo

Others

2  

Chinmayee Sahoo

Others

ନାରୀ

ନାରୀ

1 min
672

ନାରୀ ନାନା ରୂପରେ ପୁରୁଷର ଜୀବନକୁ ସୁନ୍ଦର ଓ ସହଜ କରିପାରେ। ନାରୀଟିଏ ମଧ୍ୟ ପୁରୁଷର ସୁରକ୍ଷା ଆବଶ୍ୟକ କରେ। କାରଣ ନାରୀ ଅବଳା ,ଦୁର୍ବଳା ।

ଗୋଟେ ସ୍ନେହୀ ଓ ଦାୟୀତ୍ତ୍ୱବାନ୍ ପୁରୁଷର ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ମନେ କରି ସର୍ବଶ୍ୱ ଉତ୍ସର୍ଗ କରିଦିଏ ତା' ପାଇଁ। ଭିନ୍ନଭିନ୍ନ ରୂପରେ ପରିବାରର ସନ୍ତୁଳନ ରକ୍ଷା କରିଥାଏ। ଆଉ ପରିବାର ଶୃଙ୍ଖଳିତ ହୋଇପାରିଲେ, ସମାଜ ଉପରେ ଏହାର ସୁପ୍ରଭାବ ପଡିଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍