STORYMIRROR

SACHALA GURU

Children Stories

3  

SACHALA GURU

Children Stories

ମୋ ଜୀବନ କାହାଣୀ

ମୋ ଜୀବନ କାହାଣୀ

1 min
241

  •    ପରମେଶ୍ୱର ଙ୍କ କୃପାରୁ ମୁଁ ଦୁଲଭ ମାନବ ଜୀବନ ଲାଭ କରିଅଛି. !ମୁଁ ଯେତେବେଳେ ମାତୃଗର୍ଭରୁ ଧରଣୀ ପୃଷ୍ଠ ରେ ଭୂମିଷ୍ଟ ହେଲେ !ସେତେବେଳେ ତାହାର ଗାନ୍ଧାସ୍ପର୍ସ କରି ପାରିଲୁ !ମାଆ ର ସ୍ନେହ ମମତା ର ପରସରେ ଓ ଲାଳନ ପାଳନ ରେ ବଢି ଆସିଲୁ !ମୁଁ ଯେତେବେଳେ ଜାଣି ବାର ହେଲି ସେତେବେଳେ ମୋର ମାଆ ଘରର ପ୍ରତେକ କଥା କହି ଥିଲା !ଆମ ଘର ବାରଣ୍ଡା ରେ ପ୍ରତି ସନ୍ଧ୍ୟା ରେ ରାମାୟଣ, ମହାଭାରତ, ଭାଗବତ ଆଦି ବୋଲା ଯାଉ ଥିଲା !ମୁଁ ମଧ୍ୟ ବୁଝି ପାରୁ ଥିଲି !ତାପରେ ଛୋଟ ରୁ ବଡ ହେଲି !ପିତା ମାତା ମୋ ବିଦ୍ୟା ଶିକ୍ଷା ର ସୁଯୋଗ ଦେଲେ !ତାପରେ ବିବାହ କରି ଦେଲେ !ମୋର ବିବାହ ଭିତରେ ମୋ ସ୍ୱାମୀ ଅଧିକ ପାଠ ପଢ଼ା ଇଲେ !ତାପରେ ମେଡିକାଲ ଚା କେରି କଲି !ରୋଗୀ ସେବା କରି କରି ମୋର ଭଲ ମନ୍ଦ ର ସଂସାର କୁ ବୁଝି ପାରିଲି ନାହିଁ !ଗୁରୁଗ୍ରହଣ କଲି !ସେହି କର୍ମ ମୟ ଜୀବନ ଭିତରେ ଶିକ୍ଷା, ସଁସକୃତ ପିଜି କଲି !ତାହାରି ଭିତରେପାଠ ପଢ଼ା ସରିଲା ବର୍ତମାନ ମୁଁ ପ୍ରଧାନ ଶିକ୍ଷକ ଭାବେ ଅଛି !ଯଦି ଆମେ କାୟମ ମନ ବାକ୍ୟରେ ସଦାଚାର ପାଳନ କରିବା, ଭଗବାନ ଙ୍କ ନାମ ମନନ କରିବା !ଶେଷରେ ମୋର ପ୍ରଣାମ !


!
















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍