STORYMIRROR

Reeta aparajeeta Mohanty

Others

2  

Reeta aparajeeta Mohanty

Others

ମୋ ଡାଇରୀର ବାକି ପୃଷ୍ଠା

ମୋ ଡାଇରୀର ବାକି ପୃଷ୍ଠା

1 min
105

ତାଲା ବନ୍ଦ ହେଲା ପର ଠାରୁ ଜୀବନ କେମିତି ଗୋଟାଏ ବଦଳିଯାଇଛି। ଆଗରୁ ପ୍ରବଳ ବେଗରେ ଧାଉଁଥିବା ଜୀବନର ଗତି ଯେମିତି କିଏ ରୋକି ଦେଇଛି। ଆଜି ରବିବାର ଟିକେ ଭିନ୍ନ ଭାବରେ କାଟିଲୁ। ଘରେ ଥିବା ପାଉଁରୁଟି ଅଣ୍ଡା ଦେଇ ଟିଫିନ ତିଆରି କଲି। ଆମେ ଦିନରେ ପଖାଳ କରିବାର ଅନ୍ୟ ଦିନ ମାଛ ,ମାଂସ ଖିଆହେଇଛି ଏଇ କେତେ ଆମକୁ ଘରେ ରହି ନିଜ ଦେଶ ପାଇଁ କିଛି କରିବାର ସମୟ ଆସିଛି।

ଆମେ ପଖାଳଭାତ,ଆଳୁଚଟଣୀ,ବଡ଼ିଚୁରା,ଲେଉଟିଆ ଶାଗ ଖରଡା କରି ଖାଇଦେଲୁ। ପୁରା ଦିନ ଘର କାମ ଟିଭି ଦେଖା ଦେଖିରେ ଗଲା।

ସନ୍ଧ୍ୟାରେ ଆମେ ଜଲଦି ରୋଷେଇବାସ ସାରିଦେଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୯ ଟା ବେଳେ ୯ ମିନିଟ ଦୀପ ଜାଲିଲୁ ଛାତ ଉପରେ। ଏଇ ଦୀପ ବା ଆଲୋକ ଶକ୍ତି ଆମକୁ ସାହାଯ୍ୟ କରୁ ଆମେ ଆଗାମୀ ଦିନରେ ଏଇ କରୋନା ଭାଇରସ ଠାରୁ ମୁକ୍ତିର ପଥ ପାଇ ପାରୁ। ଜଗନ୍ନାଥ ତୁମ କରୁଣା ର ହାତ ଆମ ଉପରେ ରଖ। ଆଜି ପାଇଁ ଏତିକି ଡାଇରୀ ବାରରେ। ପୁଣି ଭେଟ ହେବ ଆଉକିଛି ଅନୁଭୁତି ସହ।



Rate this content
Log in