STORYMIRROR

SUKANTA KHANDA

Others

2  

SUKANTA KHANDA

Others

ମା ଓ ଶାଶୂ

ମା ଓ ଶାଶୂ

3 mins
15

ମୋର ଯେଉଁଦିନ ବିବାହ ସରିଲା ଆନନ୍ଦରେ ଫାଟି ପଡି଼ଲି । ପତ୍ନୀକୁ ନେଇ ଦୀର୍ଘ ଭବିଷ୍ୟତ ଗଠନ ସକାଶେ ଅଣ୍ଟା ଭିଡି଼ଲି ରାତି ଆଉ ଦିନ । ପତ୍ନୀଟି ଭାରି ଅପାରଗ ଥରେ ସମ୍ଭାଳିଲେ ଆର ଥରକୁ ନାହିଁ ନାହିଁରେ ଜୀବନ । ଭାରି ବ୍ୟସ୍ତ ହୋଇଗଲି ଆମ ଦାମ୍ପତ୍ୟ ଜୀବନକୁ ନେଇ । ଏବେ ତ ଉପଭୋଗ କରିବାର ସମୟ ଅଥଚ ପତ୍ନୀଙ୍କର ସର୍ବଦା ନାହିଁ ନାହିଁରେ ମୋ ମୁଣ୍ଡଟା ଘାଣ୍ଟି ଚକଟି ହୋଇଗଲା । ପ୍ରତିକ୍ଷଣ ନିଜକୁ ଅସହାୟ ମଣୁଥିବା ବେଳେ ଶାଶୂ ମା ଆଗକୁ ଆସିଲେ । ମୋ ପତ୍ନୀଟି ବୟସରେ ମାତ୍ର ସତର ଅଥଚ ଶାଶୂ ଜଣଙ୍କ ଠିକ ମୋରି ବୟସର ପୂରା ଚଉତିରିଶି । ଶାଶୂ କୁଆଡେ଼ ସତର ବୟସରେ ବାହା ହୋଇଥିଲେ । ଶାଶୂଙ୍କର କାମନାଠାରୁ ପତ୍ନୀର କାମନା ନୀଚ୍ଚତର ଥିଲା । ଛୋଟ ବୟସ ଅଥଚ ପାକଳହୀନ ଝିଅଙ୍କୁ ମୋଟେ ବାହାହେବା କଥା ନାହିଁ । କିନ୍ତୁ କରେ କ'ଣ ଘର ପରିବାର ଝିଅଟିର ସୌନ୍ଦର୍ଯ୍ୟ ପାଖରେ ବଶୀଭୂତ ହୋଇ ବିବାହ କରେଇ ନେବାକୁ ଆଗେଇ ଗଲେ । ମୁଁ ଥିଲି ସୁଶୃଙ୍ଖଳିତ ଜୀବନରେ କେବେ ବି ପର ଝିଅର ମୁଖକୁ ଦେଖିବା ଉଚିତ୍ ମଣୁ ନ ଥିଲି । ମୋର ଗମ୍ଭୀର ସ୍ୱଭାବକୁ ଘର ପରିବାର ଲୋକେ କ'ଣ ଭାବିଲେ କେଜାଣି ଛଳଛଳ କଳକଳ ବହୁଥିବା ନଦୀ ପରି ଝିଅଟି ହାତରେ ଛନ୍ଦି ଦେଲେ । ମୋର ବୟସ ସହ ପତ୍ନୀର ବୟସ ମୋଟେ ତାଳମେଳ ରହୁ ନ ଥିଲା ମାତ୍ର ଶାଶୂଙ୍କର ସହ ସମାନ । ମୋର ଭାବନାକୁ ଶାଶୂ ତାଙ୍କ ଝିଅଟି ପାଖରୁ ବୁଝିକି ଶାଶୂ ଦିନେ ମୋତେ ତାଙ୍କ ଘରକୁ ଡାକିଲେ । ଶ୍ୱଶୂର ଓ ପତ୍ନୀ ମନ୍ଦିରକୁ ଗଲେ ପତ୍ନୀର ଜନ୍ମଦିନ ସକାଶେ ଭୋଗ ଲଗେଇବାକୁ ଶିବ ମନ୍ଦିର ଆଉ ଶାଶୂ ମା ରୋଷେଇ କରିବାରେ ମଗ୍ନ । 

   ମୁଁ ବାଡି଼ରେ ଥିବା ପଥର କୂଅରେ ଗାଧୋଇଲି । ଗାଧୋଇବା ସମୟରେ ମୋର ଅଷ୍ଟାଙ୍ଗ ଶରୀରକୁ ଦେଖି ଶାଶୂ ମା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଲେ । ସେ କୌଣସି ବାହାନା କରି ଦଉଡି଼ ଓ ବାଲତି ସାହାଯ୍ୟରେ କୂଅରୁ ପାଣି କାଢି଼ଲେ । ମୁଁ ତାଙ୍କୁ ମନା କରୁଥିଲି ହେଲେ ଶାଶୂ ମା ଜୋରକିନି ମୋର ଅଷ୍ଟାଙ୍ଗ ଶରୀରରେ ସାବୁନ ଓ ତେଲ ଲଗେଇ ଦେବାରେ ଲାଗିଲେ । ଏପରିକି ଯୌନାଙ୍ଗରେ ହାତ ବଜେଇବାକୁ ବି ଭୁଲିଲେ ନାହିଁ । ମୁଁ ଢଳଢ଼ଳ ହେଲି ସେହି ସମୟରେ ଆଉ ସମ୍ଭାଳି ନ ପାରି ଉତ୍ତେଜିତ ହୋଇ ସେଇ କୂଅ ମୂଳରେ ହିଁ ଶାଶୂଙ୍କ କୋଳରେ ବସିଗଲି । ଶାଶୂ ତ ଆଗରୁ ଏହା ହିଁ ଚାହୁଁଥିଲେ ତେଣୁ ମହାଆନନ୍ଦରେ ମଜା ଉଠେଇଲେ । ଦୀର୍ଘ ସମୟ ପରେ ସଂଯତ ହୋଇ ଘର ଭିତରକୁ ଗଲି । ଶାଶୂ ମା ବାଢି଼ ଦେଲେ କିସମ କିସମ ଖାଦ୍ୟ ଆଉ ବିଞ୍ଚଣା ବିଞ୍ଚେଇ ଦେଇ ମଝିରେ ମଝିରେ ଆଞ୍ଜୁଳା ଆଞ୍ଜୁଳା ଚୁମା ଗାଲରେ ଥୋଇଦେଇ ଉତ୍ତେଜିତ କରୁଥିଲେ । ମୁଁ ଖାଇଲି ଆଉ ଶାଶୂ ମାଙ୍କୁ ବି ଖାଇବାକୁ କହିଲି । ଶାଶୂ ମା ଖାଇସାରି ବିଛଣା ପାରିବାକୁ ମୋର ଘର ଭିତରକୁ ପଶି ଆସିଲେ । ମୁଁ ଶାଶୂ ମାଙ୍କୁ ପୁଣି ବିଛଣା ଉପରକୁ ଟେକିନେଇ ସମ୍ଭୋଗରେ ମଗ୍ନ ହେଲି ଶାଶୂ ଏଥର ଭାରି ଖୁସି କି ଜୀବନ ତାଙ୍କର ଏଥର ଯେମିତି ନୂଆ କି ଆରମ୍ଭ ହେଲା । 

   ମୋର ଶ୍ୱଶୂର ଜଣେ ମିଲିଟାରୀ ଚାକିରିଆ । ସେ କେବେ ବେବେ ଘରକୁ ଆସନ୍ତି କିନ୍ତୁ ଜୀବନ ତମାମ ଦୂରରେ ରହନ୍ତି । ଝିଅ ବୋଲି ଜଣେ ମାତ୍ର ତ ସବୁବେଳେ ତାଙ୍କ ଘରେ ରହିବାକୁ ଆହ୍ୱାନ ଆସେ । ମୁଁ ପତ୍ନୀକୁ ନ ନେଇ କେବେ ଯାଏ ତ କେବେ ଏକୁଟିଆ ଯାଇ ଦିନେ ଦୁଇ ଦିନ ରହି ଫେରିଆସେ । ଏହି ଯିବା ଓ ଆସିବାର କାରଣ ମୋର ଜନ୍ମଦାତ୍ରୀ ମା ଜାଣିବାକୁ ଚାହିଲେ । ଦିନେ କୌଶଳ କରି ମୋ ସହ ଶାଶୂ ଘରକୁ ଆସି ସି.ସି.ଟି.ଭି ଲଗେଇ ଦେଲେ ଓ ବଜାରକୁ ସଉଦା ବାହାନାରେ ଚାଲିଗଲେ । ମା ଫେରି ଆସି ସି.ସି.ଟି.ଭିକୁ ଖୋଲିଲେ ଓ ଯାହା ଦେଖିଲେ ନିଜକୁ ବିଶ୍ୱାସ ନ କରି ରହି ପାରିଲେ ନାହିଁ । ମୁଁ ଓ ଶାଶୂ ମାଙ୍କ ସମ୍ମୁଖରେ ସତ୍ଯତାକୁ ଅବଗତ କରେଇଲେ ଆଉ ମୋତେ ଘରକୁ ନେଇ ଆସିଲେ ।  

   ଆଜିକାଲି ମା ଓ ଶାଶୂ ମା ପରସ୍ପର ମଧ୍ୟରେ ଝଗଡା଼ ହେଉଛି । ଶାଶୂ ମା ଆମ ଘରକୁ କି ମୋତେ ଶାଶୂଙ୍କ ଘରକୁ ଯିବାକୁ ବିଲକୁଲ ମନା । ପତ୍ନୀକୁ ସିଧାସିଧା କହି ଦେଇଛନ୍ତି କି ଯଦି ବାପ ଘରକୁ ଯିବୁ ତ ଆଉ ଏ ଘରକୁ ଫେରିବୁନି । ତୁ ବାପ ଘରକୁ ଗଲେ ଭାବିନେବୁ ତୋର ସ୍ବାମୀ ମରିଗଲା ଆଉ ତୁ ବିଧବାର ରୂପରେ ବଞ୍ଚିବାକୁ ହେବ । ଏ କଥା ବୋହୂଟି କିଛି ବି ବୁଝିପାରୁନଥିଲା । ମା ଓ ଶାଶୂ ମା'ଙ୍କର ଅପଡ଼ କାହିଁକି? ସେ ସର୍ବଦା ମୋତେ ଏହାର କାରଣ ପଚାରନ୍ତି ହେଲେ ମୁଁ ଏହାର କାରଣ କହିବି କେମିତି? 

  ଆଜିକାଲି କାହିଁକି ଯୁଗେଯୁଗେ ଦୁଇଟି ବିପରୀତ ଲିଙ୍ଗର ମିଳନ ହୁଏ ଯାହା ସୌନ୍ଦର୍ଯ୍ୟ ସକାଶେ ସୃଷ୍ଟିର ମାନ ଓ ମହତ ରଖିବା ପାଇଁ ହେଲେ ଆମ ଜୀବନରେ ଗୋଟିଏ ନୂଆ ଅଥଚ କଦର୍ଯ୍ୟ କାମନା ହୃଦୟରେ ସ୍ଥାନ ପାଇଲା ଯିଏ ଶୁଣିବ ଅବଶ୍ୟ ମୁହଁକୁ ଛେପ ନ ପକେଇ ରହି ପାରିବ ନାହିଁ,ନୁହେଁ?

   ଧନ୍ୟରେ ଆମେ ଶାଶୂ ଆଉ ଜ୍ଜାଇଁ । ଆମ ପରି ମଣିଷ ଜୀବନ ଯଦି ସଂସାରରେ ଆଉ କେତେଟା ବଞ୍ଚିକି ରହିବେ ତ ଏ ସଂସାରଟା ଅବଶ୍ୟ ନୀଚ୍ଚତା ଆଡକୁ ଗତି ହିଁ କରିବ । ମୁଁ ସ୍ୱୀକାରୋକ୍ତି କି ଏ କଦର୍ଯ୍ୟ କାମନା ମୋଟେ ସମୀଚିନ ନୁହେଁ । । 



Rate this content
Log in