STORYMIRROR

Sarmistha Palai

Others

3  

Sarmistha Palai

Others

ମା କୁଷ୍ମାଣ୍ଡ

ମା କୁଷ୍ମାଣ୍ଡ

1 min
156


ନବରାତ୍ରିର ଚତୁର୍ଥ ଦିବସ ଟି'କୁଷ୍ମାଣ୍ଡ ରୂପେ ପୂଜାପାନ୍ତି ମା' ଅମ୍ବିକେ।ମା' ତାଙ୍କ ଶକ୍ତିହୀନ ହସରେ ସାରା ବ୍ରହ୍ମାଣ୍ଡକୁ ଉତ୍ପତ୍ତି କରିଥିଲେ ଯେଉଁଥି ପାଇଁ ତାଙ୍କୁ କୁଷ୍ମାଣ୍ଡ ଦେବୀ ବୋଲି କୁହାଯାଏ।ଏହା ସହିତ ଯେତେବେଳେ ବ୍ରହ୍ମାଣ୍ଡ ସୃଷ୍ଟି ହୋଇନଥିଲା ସେତେବେଳେ ଦେବୀ ତାଙ୍କ ହସରେ ବ୍ରହ୍ମାଣ୍ଡକୁ ରଚନା କରିଥିଲେ।


ଏହି ରୂପରେ ମା' ଙ୍କର ଆଠଟି ଭୂଜ ରହିଛି।ଏହି ଅଷ୍ଠଭୂଜା ହସ୍ତରେ ଧନୁ, ତୀର, ପଦ୍ମଫୁଲ, ଚକ୍ର, ଗଦା ଅମୃତ କଳସ, କମଣ୍ଡଳ ଏବଂ ଜପାମାଳି ଧାରଣ କରି ସିଂହ ବାହନରେ ବସି ଧରାପୃଷ୍ଠକୁ ଅବତରଣ କରିଥାନ୍ତି।


ମା' ଙ୍କ ପୂଜାରେ ଗୁଜୁରାତି, ଏବଂ ପାନମଧୁରୀ ଭୋଗ ଲଗାଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍