Ashis Kumar Swain

Others

1  

Ashis Kumar Swain

Others

ଲୋକ କବିତା

ଲୋକ କବିତା

1 min
356


ସାହିତ୍ୟ ସୃଷ୍ଟି କରେ ମାନବ ହୃଦୟରେ ଆଶାର କୋଣାର୍କ । ମୁହଁରୁ ଝରି ଆସୁଥିବା ପ୍ରତିଟି ଶବ୍ଦ ପରିଚୟ ଦିଏ ସାହିତ୍ୟ । ଭାବୁକର ଭାବନା ହିଁ ସାହିତ୍ୟ । ଲୋକ ମୁଖରୁ ଭାସି ଆସୁ ଥିବା କବିତା ହିଁ ଲୋକ କବିତା । କର୍ମମୟ ଜୀବନରେ ଟିକେ ଶାନ୍ତି ପାଇଁ ଭାବ ପ୍ରବଣ ଲୋକ ମୁହେଁ ମୁହେଁ ଗୀତ ବନ୍ଧିଦେଇଥାନ୍ତି । ସମୟର ପରିବର୍ତ୍ତନରେ ଗୀତ ,ଢଗ ଢମାଳି ,ପ୍ରବଚନ ଚାରିଆଡେ ତା ମହକରେ ମହକି ଉଠେ । ଗୋଟିଏ ବାହାଘରରେ ମୁଁ ମୋ ଆଖିରେ ଭଲଭାବରେ ଦେଖୁଥାଏ ବାହାଘରର ଶେଷ ସମୟରେ ବିଦାୟ ବେଳାରେ ମା ହେଉ ଅବା ଝିଅ , ଝିଅ ହେଉ ଅବା ବାପାଙ୍କ ମୁଖରୁ ଗିତି କାନ୍ଦଣା ବେଶ ଚମତ୍କାର ଏବଂ ହୃଦୟ ସ୍ପର୍ଶୀ । ଏତିହ୍ୟ ସଂସ୍କୃତି ଓ ପରମ୍ପରାରେ ବନ୍ଧା ଆମ ଲୋକ କବିତା ।


Rate this content
Log in