STORYMIRROR

SACHALA GURU

Children Stories

3  

SACHALA GURU

Children Stories

କାଟୁନ ଚରିତ୍ର

କାଟୁନ ଚରିତ୍ର

2 mins
216

ମାନବ କର୍ମମୟ ଜୀବନ ଭିତରେ ମାନସିକ ସ୍ତରକୁ ସୁସ୍ଥ ସରସ ଓ ସୁନ୍ଦର କରିବା ପାଇଁ ମନୋରଞ୍ଜନ କୁ ପାଥେୟ କରିଥାଏ l ପ୍ରିୟ କାଟୁନ ଚରିତ୍ର କୁ ଦେଖି ମନ ଆନନ୍ଦ ଅନୁଭବ କରିଥାଏ ସେହିପରି '"ଛୋଟା ଭୀମ'" ଚରିତ୍ରରୁ ଅତୀବ ଶିକ୍ଷଣୀୟ ଉପାଦେୟ ମିଳିଥାଏ l ମୁଁ ଦିନେ ରେଳରେ ବସି ଦିଲ୍ଲୀ ଯାଉଥିଲି ମୋପାଖ ସିଟରେ ଦୁଇଜଣ ସାଙ୍ଗ ବସି ହସଖୁସିରେ କହୁଥିଲେ ଆରେ ଭାଇ ରମେଶ କାଟୁନ ଚରିତ୍ରରେ ତୁ କାହାକୁ ବେଶୀ ଭଲ ପାଉଥିଲୁ? ସେ ସାଙ୍ଗଟି କହିଲା ମୁଁ ଛୋଟା ଭୀମ କୁ ବେଶୀ ଭଲ ପାଉଥିଲି l ସେ କହିଲା ଆରେ ରମେଶ ଭାଇ ଛୋଟା ଭୀମ କୁ କାହିଁକି ଏତେ ଭଲ ପାଉଥିଲୁ l ସେକହିଲା କାରଣ ଛୋଟ ଭୀମ ର ଚରିତ୍ର ଅତ୍ୟନ୍ତ ଜନମଙ୍ଗଳ କାରି ଓ ପ୍ରେରଣା ଦାୟକ ଥିଲା ସେ ଅନ୍ୟାୟ କୁ ସହ୍ୟ କରିନ ପାରି, ପ୍ରକୃତ ସତ୍ୟକୁ ଲୋକ ଲୋଚନକୁ ଆଣି ପାରୁଥିଲା

ଗୋଟେ ଜିନିଷରେ  ଜିନିଷ ମାଗଣା ରେ ମିଳି  ବୋଲି    ପ୍ରଚାର କରୁଥିଲା ସେଥିରୁ ଦୁଇଟା ପାଉଡର ମାଗଣା ରେ ମିଳିଥିଲା   

  • ସେପାଉଡର ରେ  ଖଡ଼ି ଗୁଣ୍ଡଅଛି ବୋଲି ଲୋକ ମାନଙ୍କୁ କହିଦେଇଥିଲା l ଜାଣିଚୁ ସାଙ୍ଗ ଛୋଟା ଭୀମ ବିନା କାରଣ ରେ କାହା ସହିତ ଝଗଡା କରୁନଥିଲା ସେବିନା ସ୍ୱାର୍ଥ ରେ ବିପଦରେ ପଡ଼ିଥିବା ସାଙ୍ଗକୁ ସାହାଯ୍ୟ କରୁଥିଲା ସେ ଯେକୌଣସି କାମରେ ହାତ ଦେଲେ ନିଶ୍ଚିତ ଭାବରେ ସଫଳତା ଲାଭ କରୁଥିଲା l ତାର ହୃଦୟ ଥିଲା ଛନ୍ଦ ହୀନ ଜୀବନ l ଯେଉଁ ବ୍ୟକ୍ତି ଜଙ୍ଗଲ କୁ ଯାଇ ଜଙ୍ଗଲରୁ ଲୁଚି ଛପି ଗଛଖୁଣ୍ଟ କାଟୁଥିଲା ତାହାକୁ କୌଶଳ କ୍ରମେ ଯାଇ ଚୋରକୁ ଧରିପାରୁଥିଲା l ତାର ସାଙ୍ଗ ରମେଶ ଛୋଟା ଭୀମ ର ଚରିତ୍ରକୁ ଅଙ୍ଗେ ଅଙ୍ଗେ ଅନୁସରଣ କରିପାରିଥିଲା l ସେ ଛୋଟା ଭୀମ ର ଚରିତ୍ର କୁ ବନ୍ଧୁ ମାନଙ୍କ ନିକଟରେ ପ୍ରସାରଣ କରିପାରିଥିଲା l ଏହା ଥିଲା ଆମ ମାନଙ୍କ ପାଇଁ ପ୍ରେରଣା ଦାୟକ l ଏହିପରି ଛୋଟା ଭୀମର ଆଦର୍ଶ ଗୁଣାବଳୀକୁ ଯୁବ ସମାଜ ପାଇଁ ବହୁ ମହତ ପୂର୍ଣ୍ଣ ଥିଲା l ତାହାକୁ ଜୀବନରେ ଚରିତ୍ରାୟିତ କଲେ ନିଜ ଜୀବନ ଧନ୍ୟ ତଥା ଜନ ସମାଜରେ ପ୍ରେରଣା ଦାୟକ ଥିଲା l       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍