STORYMIRROR

SACHALA GURU

Children Stories Inspirational

2  

SACHALA GURU

Children Stories Inspirational

ଦୃଢ଼ ବିଶ୍ବସୀ

ଦୃଢ଼ ବିଶ୍ବସୀ

1 min
91

ମାନବ ଜୀବନ କୁ ସରସ ସୁନ୍ଦର ମଧୁମୟ କରିବାକୁ ହେଲେ ପ୍ରଥମେ ଆମେ ଈଶ୍ଵରାନୁମୁଖୀ ହେବାକୁପଡେ ତlସହିତ ଦୃଢ଼ ବିସ୍ଵାଶ ଓ ଦୃଢ ମନଵଳ କରିବାକୁ ହୁଏ l ଯାହାଦ୍ୱାରା ଆମର କର୍ମମୟ ଜୀବନ ସଫଳତା ଲାଭ କରିଥାଏ l

ଯଥା କାହାଣୀ ଅନୁସାରେ -ଚିତ୍ତ ରଞ୍ଜନ ଦଶ ବୋଲି ଜଣେ ପିଲା ବାସ କରୁଥିଲା l ତାଙ୍କ ଗ୍ରାମ ର ନାମ ବ୍ରହ୍ମପୁରା ଥିଲା ସେ ଅତ୍ୟନ୍ତ ଅଭାବୀ ଥିଲା l ତାହାର ପାଠ ପଢା ପାଇଁ କୌଣସି ପ୍ରକାରେ ସୁବିଧା ସୁଯୋଗ ନଥିଲା l ଏକଦl ଚିତ୍ତ ରଞ୍ଜନ ବିଦ୍ୟାଶିକ୍ଷl ପାଇଁ ମନୋବଳ ଦୃଢ଼ ଓ ବିଶ୍ୱାସ ରଖି ପରିଶ୍ରମ କରିଚାଲିଲା l ସେ ପ୍ରଭାତ ରୁ ଉଠି କରି ଅରଣ୍ୟ ରୁ କାଠ ବଜାରକୁ ବିକ୍ରି କରି ଗଲା ।

ଏହିଭଳି ପ୍ରତି ଦିନ ଜଙ୍ଗଲରୁ କାଠ କାଟି ଆଣି ଦଶଟାରେ ଖାଇ ସାରି ବିଦ୍ୟାଳୟ କୁ ଯାଉଥିଲା ।

ଏହିପରି ଚିତ୍ତ ରଞ୍ଜନ ଦାସ ଅଜସ୍ର ପରିଶ୍ରମ କରି ପରିବାର ପୋଷି l ନିଜ ଜୀବନ କୁ ସାର୍ଥକ କରିଥିଲା 

ଶେଷରେ ତାର ଭଗବାନଙ୍କ ପ୍ରତି ଯେଉଁ ଦୃଢ଼ ବିଶ୍ୱାସ ଓ କର୍ମ ହିଁ ଭଗବାନ ବୋଲି ମାନି ନେଇଥିଲା ଲତାହରି ବଳରେ ସେ ଜଣେ ଡାକ୍ତର ହୋଇପାରିଥିଲା l


Rate this content
Log in