Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Reeta aparajeeta Mohanty

Others


5.0  

Reeta aparajeeta Mohanty

Others


ବୋଉ

ବୋଉ

1 min 500 1 min 500

ବୋଉ କାହିଁକି ଏମିତି ଜାଣେନି ।ବୋଉ କଥା ଜମା ବୁଝିହୁଏନି।ଛୋଟ ବେଳେ ବି ସବୁବେଳେ ଆମ ବିଷୟରେ ଚିନ୍ତା କରୁଥିଲl।ଆଉ ଆଜି ବି ସେମିତି ।ବୋଉ କାହିଁକି ଏମିତି ନିଜେ ମା ହେଲl ପରେ ଜାଣିଲି l ନିଜ ରକ୍ତ ଦେହର ଗୋଟିଏ ଅଂଶକୁ ଦୁନିଆର ଆଲୋକ ଦେଖାଏ।ତାକୁ ପାଠ ଶାଠ ନାଚ ଗୀତ ସବୁ ଶିଖାଏ।ପକ୍ଷୀଟିର ଡେଣା ଲାଗିଲା ପରେ ନିଜ ଖାଦ୍ୟ ସନ୍ଧାନ ପାଇଁ ଦୂରକୁ ଉଡିଯାଏ।ପିଲାମାନେ ବଡ଼ ହେଲା ପରେ ନିଜେ ସବୁ ଶିଖିଯାଆନ୍ତି ବୋଉ ଆଉ ଆଗ ପରି ଖୋଜନ୍ତିନି।ବୋଉ ସବୁବେଳେ ବୋଉ ହେଇରହିଯାଏ।ସେ ପ୍ରଭୁଙ୍କୁ ସବୁବେଳେ ଡାକୁଥାଏ ନିଜ ସନ୍ତାନର ମଙ୍ଗଳ କାମନା କରି।


Rate this content
Log in