STORYMIRROR

Reeta aparajeeta Mohanty

Others

2  

Reeta aparajeeta Mohanty

Others

ବୋଉ

ବୋଉ

1 min
515

ବୋଉ କାହିଁକି ଏମିତି ଜାଣେନି ।ବୋଉ କଥା ଜମା ବୁଝିହୁଏନି।ଛୋଟ ବେଳେ ବି ସବୁବେଳେ ଆମ ବିଷୟରେ ଚିନ୍ତା କରୁଥିଲl।ଆଉ ଆଜି ବି ସେମିତି ।ବୋଉ କାହିଁକି ଏମିତି ନିଜେ ମା ହେଲl ପରେ ଜାଣିଲି l ନିଜ ରକ୍ତ ଦେହର ଗୋଟିଏ ଅଂଶକୁ ଦୁନିଆର ଆଲୋକ ଦେଖାଏ।ତାକୁ ପାଠ ଶାଠ ନାଚ ଗୀତ ସବୁ ଶିଖାଏ।ପକ୍ଷୀଟିର ଡେଣା ଲାଗିଲା ପରେ ନିଜ ଖାଦ୍ୟ ସନ୍ଧାନ ପାଇଁ ଦୂରକୁ ଉଡିଯାଏ।ପିଲାମାନେ ବଡ଼ ହେଲା ପରେ ନିଜେ ସବୁ ଶିଖିଯାଆନ୍ତି ବୋଉ ଆଉ ଆଗ ପରି ଖୋଜନ୍ତିନି।ବୋଉ ସବୁବେଳେ ବୋଉ ହେଇରହିଯାଏ।ସେ ପ୍ରଭୁଙ୍କୁ ସବୁବେଳେ ଡାକୁଥାଏ ନିଜ ସନ୍ତାନର ମଙ୍ଗଳ କାମନା କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍