Reeta aparajeeta Mohanty

Children Stories

5.0  

Reeta aparajeeta Mohanty

Children Stories

ବହି ପରି କେ ସାଥୀ ନା ନାହିଁ

ବହି ପରି କେ ସାଥୀ ନା ନାହିଁ

1 min
454


ରାଜୁ ଯେବେ ଛୋଟ ଥିଲା । ସେ ପାଠ ପଢିବାକୁ ଜମା ଭଲପାଉ ନଥିଲା । ପାଠ ପଢିବା ନାଁରେ ଆଈମା ଶୋଇବା ଘରେ ଲୁଚୁଥିଲା । ତା ବାପା ତାକୁ ଗୋଟିଏ ଶିକ୍ଷl ଦେବାକୁ ଭାବିଲେ । ସେଦିନ ସେ ତାକୁ ସ୍କୁଲ ଯିବାକୁ ଜୋର କଲେନି । ଟିକେ ଡେରିରେ କହିଲେ ଆଜିଠୁ ସେ ମୋ ସହ ଅଫିସ ଯିବ । ତାକୁ ତା ବହି ପଢିବାକୁ କି ସ୍କୁଲ ଯିବାର ଇଚ୍ଛା ନାହିଁ । ରାଜୁ ମନ ଖୁସି ରେ ଭଲ ଡ୍ରେସ ପିନ୍ଧି ରେଡି ହେଇଗଲା । ସେ ଦେଖିଲା ସେଠି ବହୁତ ପ୍ରକାର କାମ ହେଉଛି । ଗୋଟିଏ ବଡ଼ ଫାଇଲରେ ବାପା ସବୁ କଥାର ତଦାରଖ କରୁଛନ୍ତି । ତାକୁ ଲାଗିଲା ଏ କାମ ତ ବହୁତ କଷ୍ଟ । ନିଜେ ପଢ଼ିଲେ ମୋ ମନ ମୁତାବକ କାମ ବି କରିପାରିବି । ତା ପରେ ସେ ସ୍କୁଲ ଯିବାକୁ ଜିଦ କଲା । ତା ବାପା ଟିଫିନ ଓ ସ୍କୁଲର ପୋଷାକ ସାଙ୍ଗରେ ଆଣିଥିଲେ । ସେ ଖୁସି ହେଇ ସ୍କୁଲ ଗଲା । ବହିକୁ ନିଜ ଜୀବନର ଭଲ ବନ୍ଧୁ କଲା । ପରେ ସେ ଗୋଟିଏ ବ୍ୟାଙ୍କରେ ଚାକିରୀ ପାଇଗଲାଣି । ତେଣୁ ଆଜିଠୁ ଆମେ ସଭିଏଁ ପଡିବ l ବହି ସବୁ ପ୍ରକାର ଖେଳର ବହି ।



Rate this content
Log in