Click here for New Arrivals! Titles you should read this August.
Click here for New Arrivals! Titles you should read this August.

Reeta aparajeeta Mohanty

Children Stories


5.0  

Reeta aparajeeta Mohanty

Children Stories


ବହି ପରି କେ ସାଥୀ ନା ନାହିଁ

ବହି ପରି କେ ସାଥୀ ନା ନାହିଁ

1 min 439 1 min 439

ରାଜୁ ଯେବେ ଛୋଟ ଥିଲା । ସେ ପାଠ ପଢିବାକୁ ଜମା ଭଲପାଉ ନଥିଲା । ପାଠ ପଢିବା ନାଁରେ ଆଈମା ଶୋଇବା ଘରେ ଲୁଚୁଥିଲା । ତା ବାପା ତାକୁ ଗୋଟିଏ ଶିକ୍ଷl ଦେବାକୁ ଭାବିଲେ । ସେଦିନ ସେ ତାକୁ ସ୍କୁଲ ଯିବାକୁ ଜୋର କଲେନି । ଟିକେ ଡେରିରେ କହିଲେ ଆଜିଠୁ ସେ ମୋ ସହ ଅଫିସ ଯିବ । ତାକୁ ତା ବହି ପଢିବାକୁ କି ସ୍କୁଲ ଯିବାର ଇଚ୍ଛା ନାହିଁ । ରାଜୁ ମନ ଖୁସି ରେ ଭଲ ଡ୍ରେସ ପିନ୍ଧି ରେଡି ହେଇଗଲା । ସେ ଦେଖିଲା ସେଠି ବହୁତ ପ୍ରକାର କାମ ହେଉଛି । ଗୋଟିଏ ବଡ଼ ଫାଇଲରେ ବାପା ସବୁ କଥାର ତଦାରଖ କରୁଛନ୍ତି । ତାକୁ ଲାଗିଲା ଏ କାମ ତ ବହୁତ କଷ୍ଟ । ନିଜେ ପଢ଼ିଲେ ମୋ ମନ ମୁତାବକ କାମ ବି କରିପାରିବି । ତା ପରେ ସେ ସ୍କୁଲ ଯିବାକୁ ଜିଦ କଲା । ତା ବାପା ଟିଫିନ ଓ ସ୍କୁଲର ପୋଷାକ ସାଙ୍ଗରେ ଆଣିଥିଲେ । ସେ ଖୁସି ହେଇ ସ୍କୁଲ ଗଲା । ବହିକୁ ନିଜ ଜୀବନର ଭଲ ବନ୍ଧୁ କଲା । ପରେ ସେ ଗୋଟିଏ ବ୍ୟାଙ୍କରେ ଚାକିରୀ ପାଇଗଲାଣି । ତେଣୁ ଆଜିଠୁ ଆମେ ସଭିଏଁ ପଡିବ l ବହି ସବୁ ପ୍ରକାର ଖେଳର ବହି ।



Rate this content
Log in