STORYMIRROR

Trilochan Karjee

Others

5.0  

Trilochan Karjee

Others

ଭାଗ୍ୟ

ଭାଗ୍ୟ

1 min
1.3K


ସେଦିନ ବାପା ବୋଉକୁ କହୁଥିଲେ- ଏଇଟି ଶୁଣ ଆମ ପୁଅଟା ଜମା ପାଠ ପଢୁନି। ପରୀକ୍ଷାରେ ଭଲ ନମ୍ବର ରଖୁନି ବୋଧେ ଏ ସବୁ ଆମ ଭାଗ୍ୟର ଦୋଷ। ତାକୁ କହିକି କିଛି ଲାଭ ନାହିଁ।

ମୁଁଁ ବାପାଙ୍କ ସବୁ କଥା ଶୁଣିଥିଲି ବହୁୁୁତ ଦୁଃଖ ଅନୁଭବ କରିଥିଲି ଏବଂ ସେଇ ଦିନଠୁ ପାଠପଢାରେ ମନଦେଲି। କଠିିିନ ପରିଶ୍ରମ ବି କଲି। ଆଜି ଯେତେବେଳେ ମୋର ବାର୍ଷିକ ପରୀକ୍ଷା ଫଳାଫଳ ବାହାରିଛି। ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜାଣି ବାପା

ଏବେ ଖୁସିରେ ବୋଉକୁ କହୁଛନ୍ତି -ଯାହା ହେଉ ଏତେ ଦିନ ପରେ ଆମ ଭାଗ୍ୟ ଫିଟିଲା କିନ୍ତୁ ଏଥର ମୋତେ ଶୁଭୁୁନଥିଲା ଏସବୁୁ ଆମ ଭାଗ୍ୟର ଦୋଷ ।

ତ୍ରିିିିଲୋଚନ କାର୍ଯୀ

ଗାଇଡା,ପାତ୍ରପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍