SUKANTA KHANDA

Others

3  

SUKANTA KHANDA

Others

ବାପା

ବାପା

1 min
150



ଯୋଗେନ୍ଦ୍ର ସେ ଦିନ କି ପ୍ରଥମ କି ବାପା ହୋଇଗଲା। ଦେହ ଓ ମନରେ ଅସରନ୍ତି ସୁଖ ଓ ସନ୍ତୋଷ ରଖି ଈଶ୍ବରଙ୍କୁ ଶତକୋଟି ପ୍ରଣାମ ଓ ଧନ୍ଯବାଦ ଦେଲା କାରଣ ବାପା ହେବା ଭାଗ୍ଯରେ ଥିଲେ ମିଳେ।

    ଯୋଗେନ୍ଦ୍ର ଆଜି ବୟସର ସାୟଂହ୍ନରେ ଯାହାକୁ ନେଇ ଛାତିକୁ ପିଟି ଦାଣ୍ଡରେ ଓ ଘାଟରେ ଦିନେ ଗର୍ବ କରି କହୁଥିଲା ସେହି ପୁଅ ଆଜି ନାତି ମାରିବାକୁ ପଛଉ ନାହିଁ। ପ୍ରତିଦିନ ମଦ,ଗଞ୍ଜେଇ,ବିଡି଼,ସିଗାରେଟ ଓ ଗୁଟୁଖା ଖାଇ ଟଳିଟଳି ଝୁଲିଝୁଲି ଆସୁଛି। ବାପା ହୋଇ ସହି ପାରୁଛି ନା ରହି ପାରୁଛି? ନିଜ ଲୁହ ନିଜେ ପିଇ ଘଣ୍ଟେ ମରି ଘଣ୍ଟେ ଜୀଇଁବାକୁ ହେଉଛି।

     ଧନ୍ଯରେ ଜୀବନ ଯୋଗେନ୍ଦ୍ରର ଯାହା ଏ ସଂସାର ବୋଧେହୁଏ ସବୁ ବିପରୀତ ଗତିରେ ଚାଲିଛି। ବାପା ହୋଇକି ବଞ୍ଚିବା ଆଜି ପାପ ପାରନ୍ତି ତ ଈଶ୍ବରଙ୍କୁ ଡାକିବା ଏ ସଂସାରରେ କାହାକୁ ଜନ୍ମ ନ ହେବା ଅଥବା ବାଞ୍ଝ ଜୀବନ କଟେଇବା ହିଁ ଶ୍ରେୟସ୍କର ଅଟେ। ।

    ଗୋଟେ ବାପାର ଆକୁଳତା ଗୋଟେ ବାପାର ବିଳାପ ଓ ଗୋଟେ ବାପା ହୃଦୟର କଲିଜା ଆଜି ଛିଣ୍ଡି ଯାଉଛି। 



Rate this content
Log in