STORYMIRROR

Reeta aparajeeta Mohanty

Others

2  

Reeta aparajeeta Mohanty

Others

ଅନାମିକା

ଅନାମିକା

1 min
371

ଅନାମିକା -ଏକ

ଏଇ ନାଁ ଅନେକ ଦିନରୁ ମୋ ମନ ମସ୍ତିଷ୍କ ରେ ଘୁରିବୁଲୁଛି।ଅନାମିକା ମୋ ମନ ବୁଣୁଥିବା ଗୋଟିଏ କାଳ୍ପନିକ ଚରିତ୍ର

କେଜାଣି କେମିତି ସେ ଚୁପଚାପ ଆସି ମୋ ମନର ଝରକା ଖୋଲି ଏବେ ରାସ୍ତା ଘାଟରେ ସବୁଠି ତା ମୁହଁ ଦିଶୁଛି।-----


ଅନାମିକା -୨

ହଠାତ ସେଦିନ ଅଫିସରୁ ଫେରିବା ବାଟରେ କାହାର ମିଠା ହସ ମତେ ବାଟ ଭୁଲେଇଦେଲା ।ପଛକୁ ଫେରି ଦେଖେ ଅନାମିକା ପରି ଗୋଟିଏ ସୁନ୍ଦର ଝିଅ ।ଯାହାର ଚେହେରା ମତେ ଦିନ ରାତି ଶୁଆଇ ଡ଼େଉଁଥିଲା ।ସବୁଠି ଦିଶୁଥିଲା ସେ ଆଖି।ସେ ଝିଅ କିଏ କଣ ଦରଖିବାକୁ ଗଲାବେଳେ ସେ ମୋଠୁ ଦୂରକୁ ଚାଲିଯାଇଥିଲା ।ସେ ଝିଅ ଟିଏ ନା ପରୀ ଟିଏ ମୁଁ ଏବେ ବି ଦ୍ଵନ୍ଦ୍ୱ ରେ।


ଅନାମିକା -୩ -

ଅନାମିକା ତୁମେ ଆଜି ବହୁତ ମନେପଡୁଛ ।ଆଜି ପୁଣି ମୁଁ ଦେଖୁଛି ନୀଳ ଆକାଶରେ ଜହ୍ନ।ତାକୁ ଯେତେ ଦେଖେ ତୁମେ ସେତେ ମନେପଡ଼।ସେବି ଠିକ ତୁମ ପରି ଦେଖିଲେ ଲାଗେ ପାଖରେ ଅଛି।ତୁମେ ବି ପାଖରେ ଥିଲାବେଳେ କେବେ ଧରା ଦେଉନଥିଲ । ଦୂରରେ ଥିଲାବେଳେ ଲାଗୁଥିଲା ତୁମେ ମୋ ଛାତି ଭିତରେ ଅଛ। ସତରେ ଅନାମିକା ତୁମେ ମୋ ପାଇଁ ପ୍ରଶ୍ନ ଚିହ୍ନ ଟିଏ???????ତୁମେ କିଏ .........???




--



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍