STORYMIRROR

ଯାବୁଡି ବସିଛି...

ଯାବୁଡି ବସିଛି ମୋ ପ୍ରିୟା ଝରଣା ପଠାରେ ଚାହିଁଛି ପ୍ରେମ ଚାହାଣୀ ଖୁସି ହୋଇଯାଏ ଡାକିଦିଏ ଯେବେ ତୁ ଅଟୁ ମୋର ବାୟାଣୀ କୁଳୁ କୁଳୁ ହୋଇ ଯାଏ ବୋହି ବୋହି ପର୍ବତ ଶିଖରୁ ଗଡି ଆସିଗଲେ ମୁହିଁ ଦେଲେ ତାକୁ ଚାହିଁ ଧରିବ ମତେ ଯାବୁଡି

By Manash ranjan Pattanayak
 74


More oriya quote from Manash ranjan Pattanayak
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract