STORYMIRROR
ପ୍ରସ୍ଥା...
ପ୍ରସ୍ଥାବ
ଗ୍ରହଣ...
ପ୍ରସ୍ଥାବ
ଗ୍ର...
“
ପ୍ରସ୍ଥାବ
ଗ୍ରହଣ କରିବ ମୋର ପ୍ରସ୍ଥାବକୁ
ଅମଙ୍ଗ ଜମା ନହେବ
ଭାବିଛି ତୁମକୁ କରିବି ନିଜର
ପ୍ରେମରେ ଡୁବାଇ ଦେବ
ଇତିହାସ ହେବ ଆଜିର ରଚନା
ମୋର ଭାବ ଧାରା ଦେଖି
ଚମକିବେ କେହି ମୋ ସଂଗୀତ ଶୁଣି
କାମ ବାଣ ଯିବେ ଶିଖି
”
43
More oriya quote from Manash ranjan Pattanayak
Similar oriya quote from Romance
Download StoryMirror App