STORYMIRROR

ବିମୋହିତ...

ବିମୋହିତ ଗୋଲାପ ଦିବସ ହେବି ମୁଁ ହରଷ ଜାଣିଛ କି କାହିଁ ପାଇଁ କାହାର ପରଶ ବିମୋହିତ ହସ ଆସୁଅଛି ଦେଖ ଧାଇଁ ନାନା ରକମର ଗୋଲାପ ସାଥୀରେ ମନ ଲୋଭା ସେ ତରୁଣୀ ରଚିବି ଶୃଙ୍ଗାର ଅତି ଆନନ୍ଦରେ ସାଜନ୍ତାକି ମୋର ରାଣୀ

By Manash ranjan Pattanayak
 52


More oriya quote from Manash ranjan Pattanayak
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Romance