STORYMIRROR

...

ସିନ୍ଦୂର ଜଳକା ହୋଇଲି ତା ରୂପ ଦେଖିଲି ଥିଲା ସେ ଅତୀତ ସ୍ମୃତି ଦେଖା ହେବ କେବେ ଭାବି ତ ନଥିଲି ମୋ ଜୀବନର ସେ ଇତି ଖୁସି ହୋଇଗଲା ପାଖକୁ ଆସିଲା କହିଲା କୁହ କୁମାର ତୁମେ ମୋ ଆରମ୍ଭ ତୁମେ ମୋର ଶେଷ ପିନ୍ଧାଇ ଦିଅ ସିନ୍ଦୂର

By Manash ranjan Pattanayak
 51


More oriya quote from Manash ranjan Pattanayak
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Romance