STORYMIRROR
ରାଷ୍ଟପିତା ,...
ରାଷ୍ଟପିତା ,...
ରାଷ୍ଟପିତା ,...
“
ରାଷ୍ଟପିତା , ରାଷ୍ଟମାତା
କହି ବୁଲନ୍ତି ଧଳା ପୋଷାକ ବାଲା
କଥାରେ କେତେ ସତ୍ଯ ଅଛି ସେମାନଙ୍କୁ ଜଣା ।
କଳା କରନାମା ଲୁଚି ଯାଏ ଧଳା ପୋଷାକ ଆଗରେ
କେତୋଟି ଟଙ୍କା ବଦଳରେ କିଣନ୍ତି
ସାଧାରଣ ନାଗରିକ ମନ
ସେମାନେ କୁଆଡେ ଆମ ରାଷ୍ଟ ନାୟକ
ଜିତିଲେ କରିବେ ନବ ରାଷ୍ଟର ନିର୍ମାଣ ।
”
60
More oriya quote from Lipsa Acharya
Similar oriya quote from Abstract
Download StoryMirror App