STORYMIRROR
ଆଜି ରାସ୍ତାରେ...
ଆଜି ରାସ୍ତାରେ...
ଆଜି...
“
ଆଜି ରାସ୍ତାରେ ଜୀବନକୁ ଭେଟିଲି
ଭବିଷ୍ଯତରେ କଣ ହବ ପଚାରି ବସିଲି
ଖିଲି ଖିଲି ହସରେ ହସି ଜୀବନ କହିଲା
ପ୍ରଥମେ ଆଜିକୁ କିପରି ସୁନ୍ଦର କରିବୁ ଦେଖେ
ଭବିଷ୍ଯତ ଚିନ୍ତା କାହିଁକି କରୁଚ୍ଥୁ ।
ତଥାପି ମିରୀଚିକା ମନ ଭବିଷ୍ଯତ ଜୀବନ କଥା ଭାବେ ।
”
128
More oriya quote from Lipsa Acharya
Similar oriya quote from Abstract
Download StoryMirror App