STORYMIRROR
ଆସିଲା ରାକ୍ଷୀ...
ଆସିଲା ରାକ୍ଷୀ...
ଆସିଲା...
“
ଆସିଲା ରାକ୍ଷୀ ମୁନୀ କାନ୍ଦିଲା
ନାହିଁ ତା' ପାଖେ କୁନା ଭାଇ ।
କି ପାଠ ପଢିବ ବୋଲି
ଚାଲି ଯାଇଚ୍ଥି ଦୂର ଦେଶେ ପଢିବା ପାଇଁ କି ??
ବାପା ପାଖରେ କରିଲା ଅଳି
ନିଆଁ ଡ୍ରେସ୍ ଆଉ ଚକିଲେଟ୍ ଦରକାର ନାହିଁ ,
ଯାଇ ଆଣ ଭାଇ କି ମୋର
ତା' ହେଷ୍ଟେଲ୍ ରୁ ।
ବାନ୍ଧିବି ମୁଁ ତା' ହାତରେ ରାକ୍ଷୀ ।
”
84
More oriya quote from Lipsa Acharya
Similar oriya quote from Abstract
Download StoryMirror App