STORYMIRROR
ଆଜି ବୁଝିଲି...
ଆଜି ବୁଝିଲି...
ଆଜି ବୁଝିଲି...
“
ଆଜି ବୁଝିଲି କ୍ଷମତାର ଅର୍ଥ କଣ
ସବୁଦିନେ ଭାବୁଥିଲି ସମସ୍ତ ମୋତେ
ସମ୍ମାନ ସହିତ ମୋ ଖାତିର କରୁଚ୍ଥନ୍ତି ।
ପ୍ରକୃତରେ ସବୁ ମୋର ନୁହେଁ
ବରଂ ମୋ ସମାଜିକ ପଦବୀର କ୍ଷମତାକୁ
ଡରି ମୁଣ୍ଡ ପୋତୁ ଥିଲେ ।
”
56
More oriya quote from Lipsa Acharya
Similar oriya quote from Abstract
Download StoryMirror App