STORYMIRROR
ନା'...
ନା' ଅଛି ଏଠି କେହି...
ନା' ଅଛି ଏଠି...
“
ନା' ଅଛି ଏଠି କେହି ନିଜର,
ନା' ଅଛି ଏଠି କେହି ପର ,
ନିଜର କହୁଥିବା "ମୁଁ " ଟି,
ନିଶ୍ବାସ ଆଢୁଆଳରେ ଦେଖାଏ,
ଭିନ୍ନ ଏକ ରୂପ ।।
"ମୁଁ" ର ମୁଖା ପଚ୍ଥରେ ଥିବା ରୂପକୁ,
ସେ "ମୁଁ" ହିଁ ଜାଣିନଥାଏ ।
”
209
More oriya quote from Lipsa Acharya
Similar oriya quote from Abstract
Download StoryMirror App