STORYMIRROR

ଘରର ଏରୁଣ୍ଡି...

“ ଘରର ଏରୁଣ୍ଡି ବନ୍ଧ ଯେଉଁ ଦିନ ପ୍ରଥମେ ଡେଇଁଲି ମା' ନ ଥିଲା ପାଖରେ ଅଝଟ ହେଲେ ବୁଝେଇବାକୁ ବାପା ନ ଥିଲେ ପାଖରେ ଭୁଲ୍ କଲେ ଶାସନ କରିବାକୁ ଦୁନିଆଁର ଭିଡରେ ହଜି ଯିବି ବୋଲ ଭାବିଥିଲି, କେହି ଜଣେ ହାତଥରି ଆଲୋକ ଆଡକୁ ଟାଣି ନେଲା ପରେ ଜାଣିଲି ତାଙ୍କ ପରିଚୟ ସେ ଆଉ କେହି ନୁହେଁ ମୋ ଗୁରୁ। ”

By Lipsa Acharya
 65


More oriya quote from Lipsa Acharya
2 Likes   0 Comments
0 Likes   0 Comments
1 Likes   0 Comments
0 Likes   0 Comments
1 Likes   0 Comments

Similar oriya quote from Abstract