STORYMIRROR

Dr Jharana Satapathy

Others

4  

Dr Jharana Satapathy

Others

ଯୁଗେ ଯୁଗେ ବଞ୍ଚିଥିବ ମୋର ପରିଚୟ

ଯୁଗେ ଯୁଗେ ବଞ୍ଚିଥିବ ମୋର ପରିଚୟ

1 min
484


ନିଜର ପରିଚୟ ଖୋଜୁଛି ଆଜି

ଲେଖୁଛି ସ୍ମୃତିକୁ ସାଇତି ସାଜି ।


କେତେଭାଷାମାନ ଉଙ୍କି ମାରୁଛି

ଆଖି ଚିତ୍ରପଟରେ ଲାଖିରହିଛି ।


ଲେଖନୀରେ ମୋର ଏକ ସ୍ବତନ୍ତ୍ର ସ୍ଥାନ

ଶବ୍ଦପୁଞରେ ନାହିଁ କିଛି ଜ୍ଞାନ ।


ଲେଖନୀର ଧାରେ କଲମର ଗାରେ

ମନ ମୋର ମୋହେ ଅତି ସରାଗରେ ।


ଯୁଗେ ଯୁଗେ ବଞ୍ଚିଥିବ ମୋର ପରିଚୟ

ଏଥର ନାହିଁ କିଛି ସଂଶୟ ମୋର ।


ବୁଝିପାରିବ ତାର ଗୁଣ ଅବଦାନ

ମୋର ଆଗାମୀ ପିଢିର ସନ୍ତାନଗଣ ।




Rate this content
Log in