STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଯତ୍ନ

ଯତ୍ନ

1 min
231

ହାତୀ ଭାରୀ ବଳୁଆ

ଆଜି କିଆଁ ଛାନିଆ ।

ପାଖେ ଅଛି ତା ଶିଶୁ

ମାଆ ଚାହେଁ ସେ ହସୁ ।

ବାଟବଣା ନ ହେଉ

ଏଣୁ ମାଁ ସାହା ହେଉ ।

ଶୁଣ୍ଢ ଧରି ମାଁ ଶିଖାଏ

ଚାଲିବାକୁ ଯେ ଧିରେ ।

ମା ଚାଲେ ଆଗେ ଆଗେ

ପିଲା ଟି ପାଖେ ପାଖେ ।

ସିଏ ବାପା ସିଏ ମା

ସିଏ ଗୁରୁ ଓ ନାଆ ।

ଜଙ୍ଗଲେ ବଡ ଜୀବ

ସବୁକୁ ସ୍ନେହ ଦେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍