ଯାଯାବର ସପନ
ଯାଯାବର ସପନ

1 min

17
କେବେ ଭାବିବସେ
ବଡ଼ ବଡ଼ ସ୍ବପ୍ନ
କେବେ ଖୋଜିବସେ
ମାନ ସନମାନ ।
କେବେ ପଥଚାରୀ
ଖୋଜଇ କାହାକୁ
କେବେଯେ ଭିକାରୀ
ଆଦରେ ଭାଗ୍ୟକୁ ।
କେବେ ପେଟପାଇଁ
କରିବସେ ନାଟ
କେବେ ଧନପାଇଁ
ଖୋଜେ ମନ୍ଦବାଟ ।।