STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଯାତରାଦେଖା ଗଲାଲୋ ଫାଟି

ଯାତରାଦେଖା ଗଲାଲୋ ଫାଟି

1 min
13.6K


ଯାତରାଦେଖା ଗଲାଲୋ ଫାଟି 

ଲାଜେଇ ନିନି ଦେଶିଆ ଟୋକି , ଖଜା ଖାଉରି ବଜାର ବୁଲି, ନାଲି ଶାଡି କୁ ନାଲି ରିବିନ ନାଲି ଗୋଲାପ ଖୋସି, ବାହାରିଲୁ ଯାତାରା ଦେଖି । (୧)

ହେ ତୋ ଅଣ୍ଟା ଭଙ୍ଗା ଚାଲି ହେ ତୋ ଆଖିର ଚାହାଣି ଘାଇଲା କଲା କେତେ-କୁ ଉପର ତଳ ଦେଖି , ହେ---------- ବଜାର ବୁଲି ଖଜା ଖାଉରି ଦେଶିଆ ଟୋକି ନିନି ନାଲି ଶାଡି କୁ ନାଲି ରିବିନ ନାଲି ଗୋଲାପ ଖୋସି, ବାହାରିଲୁ ଯାତାରା ଦେଖି ପିଛା କଲେ ତତେ ଟୋକାଙ୍କ ମେଳି ଡରି ମରି ବର୍ଷାରେ ଭିଜିଲୁ ଲାଜରେ ଯାଇ ବୁଡି, ମନା କଲେ ତୁ କାହିଁ ବୁଝିବୁ ତୁ ଯେ ମୋ ମନ ର ରାଣୀ ହେ ବଜାର ବୁଲି,ଖଜା ଖାଉରି, ଦେଶିଆ ଟୋକି ନିନି ନାଲି ଶାଡି କୁ ନାଲି ରିବିନ ଗଲା ଲୋ ତୋର ଚିରି , ଗଲା ଲୋ ତୋର ଚିରି ଲାଜେଇ ନିନି ତୋର ଯାତାରା ଦେଖା ଗଲା ଲୋ ଫାଟି ।

(ଶେଷ)

@ କାଶ୍ୟପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍