Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nayak Akshaya raazhasti

Others

3  

Nayak Akshaya raazhasti

Others

ଉଠ ଉଠ ନୀଳମଣି

ଉଠ ଉଠ ନୀଳମଣି

1 min
202


ଉଠ ଉଠ ନୀଳମଣି

ଉଠ ବେଣୁପାଣି

ଉଠ ମୋର ଚିନ୍ତାମଣି

ସୁବାସିତ ଜଳେ ମୁହଁ ଧୋଇ ଦେଇ 

ପିଇବୁ ତ୍ରିଫଳା ପାଣି

ମୋ କାହ୍ନୁରେ ରାତି ତ ପାହି ଗଲାଣି ।

ଅଧମ ଆଟିକା

ଛେନା ସରପୁଳି

ରଖିଛି ତୋ ମନ ଜାଣି

ମିଠା ମିଠା ଫଳ ମୂଳ ମୁଁ ରଖିଚି

ଖାଇବୁ ସର ଲବଣି ମୋ କାହ୍ନୁରେ...

ସୂର୍ଯ୍ୟ ଦେବ ଉଇଁଲେଣି ।

ମଥାରେ ବାନ୍ଧିବୁ

ମୟୁର ଚନ୍ଦ୍ରିକା

ପାଦରେ ଦେବୀ ବାଜେଣି

ପାଟଣ ପିତାମ୍ବରୀ ପିନ୍ଧେଇ ଦେବି ମୁଁ

କର୍ଣ୍ଣାଟକରେ ବୈଦୁର୍ଯ୍ୟମଣି, ମୋ କାହ୍ନୁରେ

କାକ ପିକ ରାବି ଲେଣି ।



Rate this content
Log in