Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Nayak Akshaya raazhasti

Others


3  

Nayak Akshaya raazhasti

Others


ଉଠ ଉଠ ନୀଳମଣି

ଉଠ ଉଠ ନୀଳମଣି

1 min 163 1 min 163

ଉଠ ଉଠ ନୀଳମଣି

ଉଠ ବେଣୁପାଣି

ଉଠ ମୋର ଚିନ୍ତାମଣି

ସୁବାସିତ ଜଳେ ମୁହଁ ଧୋଇ ଦେଇ 

ପିଇବୁ ତ୍ରିଫଳା ପାଣି

ମୋ କାହ୍ନୁରେ ରାତି ତ ପାହି ଗଲାଣି ।

ଅଧମ ଆଟିକା

ଛେନା ସରପୁଳି

ରଖିଛି ତୋ ମନ ଜାଣି

ମିଠା ମିଠା ଫଳ ମୂଳ ମୁଁ ରଖିଚି

ଖାଇବୁ ସର ଲବଣି ମୋ କାହ୍ନୁରେ...

ସୂର୍ଯ୍ୟ ଦେବ ଉଇଁଲେଣି ।

ମଥାରେ ବାନ୍ଧିବୁ

ମୟୁର ଚନ୍ଦ୍ରିକା

ପାଦରେ ଦେବୀ ବାଜେଣି

ପାଟଣ ପିତାମ୍ବରୀ ପିନ୍ଧେଇ ଦେବି ମୁଁ

କର୍ଣ୍ଣାଟକରେ ବୈଦୁର୍ଯ୍ୟମଣି, ମୋ କାହ୍ନୁରେ

କାକ ପିକ ରାବି ଲେଣି ।



Rate this content
Log in