Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ଉତ୍କଳ ଯଶ

ଉତ୍କଳ ଯଶ

1 min
60


ବାଜି ଓ ଧରମା ଉତ୍କଳ ଚନ୍ଦ୍ରମା 

  ମଧୁବାବୁ ଆମ ଗୌରବ 

ସ୍ନେହ, ପ୍ରେମ, ଶ୍ରଦ୍ଧା, ଭକ୍ତିଭାବ ସଦା

  ଆମରି ଉତ୍କଳ ବୈଭବ ।


ଚଣ୍ଡାଶୋକ ଏଠି ଧର୍ମାଶୋକ ହେଲେ 

   ଇତିହାସ ଗାଏ ଗାଥା

ଉତ୍କଳର ଯଶ ଜପୁଛି କୋଣାର୍କ 

  ଉଚ୍ଚେସଦା ଆମ ମଥା ।


ଭୁମଣ୍ଡଳେ ଏକା ଉକୃଷ୍ଠ ଉତ୍କଳ 

   ବାସ ଯହିଁ ବିଶ୍ବପାଳକ

ଉତ୍କଳ ଜନନୀ କୋଳରେ ଜନମୀ 

   ଧନ୍ୟ ଆମେ ତାର ସେବକ ।


ବାର ମାସେ ତେର ପରବ ଏଇଠି

   ସଭ୍ଯତା ସଂସ୍କୃତିଧ୍ୟାୟୀ

ମହା ପୁରୁଷଙ୍କ ମହତ୍ତ ତ୍ୟାଗରେ

   ଧନ୍ୟ ମୋ ଉତ୍କଳ ଭୂଇଁ ।


ପ୍ରେମରେ ପ୍ଲାବିତ ସଭିଙ୍କର ଚିତ୍ତ

   ପାଇକ ଉତ୍କଳ ଶସ୍ତ୍ର 

ମୋ'ଦେଶ ଉତ୍କଳ ବିଶ୍ୱରେ ବିରଳ

    ସବୁଠି ସିଏ ସ୍ୱତନ୍ତ୍ର ।


Rate this content
Log in