STORYMIRROR

Sudipta Behera

Others

3  

Sudipta Behera

Others

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
12K

ହେ ଦିଗଦର୍ଶକ ନୀରବ ସାଧକ

ଜାତି କର୍ଣ୍ଣ ଧାର, ଉତ୍କଳ ବିନ୍ଧାଣୀ

ଯୁଗେ ଯୁଗେ ସ୍ମରଣୀୟ,

ତବ ତ୍ୟାଗ ତିତିକ୍ଷା ଉତ୍କଳର ସ୍ୱାଭିମାନ

ଜାତି ପ୍ରେମ ସିନ୍ଧୁ ଅମୃତ ସମ ପ୍ରବାହିତ

କୋଟି କୋଟି ନର ନାରୀ ବୁକେ

ତୁମେ ଚିର ନମସ୍ୟ ତୁମେ ଅକ୍ଷୟ

ତୁମେ ଅଜୟ ଅମ୍ଳାନ

ଚିର ଜାଜୁଲ୍ୟମାନ ଦୀପ ଶିଖା ଟିଏ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍