STORYMIRROR

Arendra Kumar

Others

3  

Arendra Kumar

Others

ଉତ୍କଳ ଦିବସ

ଉତ୍କଳ ଦିବସ

1 min
197

ଗରବେ କହିବୁ    ଉତ୍କଳୀୟ ଆମେ

    ଥିବାଯାଏଁ ଶେଷ ନିଶ୍ୱାସ

ଜଗନ୍ନାଥ ନୀତି    ଆମରି ସଂସ୍କୃତି

     ହରେଇବୁ ନାହିଁ ବିଶ୍ୱାସ।


ଭାଷାହିଁ ଜାତିର    ପରାଣ ସ୍ପନ୍ଦନ

    ଥିଲା ଗୋପବନ୍ଧୁ ସ୍ଲୋଗାନ

ଆମ ମାତୃଭାଷା    ଆମ ପରିଚୟ

   ଦେବା ଆମେ ତାକୁ ସମ୍ମାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍