Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଉପହାରରେ ମୃତ୍ୟୁ

ଉପହାରରେ ମୃତ୍ୟୁ

1 min
384


ଚେତନାଶୁନ୍ୟ ମସ୍ତିଷ୍କ,
ସ୍ଥାଣୁପ୍ରାୟ ଅଙ୍ଗୁଷ୍ଠି ସମୂହ
ଚମକହୀନ ଚକ୍ଷୁ ଯୁଗଳ
ସ୍ୱାଦବାରି ନ ପାରୁଥିବା
ଜିଭା
ବଧିର କର୍ଣଦ୍ବୟ
ବିବ୍ରତ ଅଣଚାଷ ପବନ
ଅନୁଭୂତିଶୁନ୍ୟ ଆପାଦମସ୍ତକ
ଶବ୍ଦହୀନ ବାତାୟନ
ପୀଡିତ ପ୍ରାଣ
ବ୍ୟତିବ୍ୟସ୍ତ ଅନେକ ସମ୍ପର୍କୀୟଙ୍କ ଜୀବନ
ଉପହାରରେ-ମୃତ୍ୟୁ------!

©®କାଶ୍ୟପ
ରାମ ପ୍ରସାଦ ବିଶୋଇ
ରାୟଗଡା ।


Rate this content
Log in