Bijaylaxmi Behera
Others
ଉଃ ଏତେ ବିରକ୍ତି
ଏତେ ରାଗ
ଛୋଟ ଛୋଟ କଥାରେ
ଜିଦ ବି ଯଥେଷ୍ଟ ଅଧିକ
କେଜାଣି କେମିତି ସମ୍ଭାଳେ
ଏ ମଣିଷ ଜଣକ ନିଜକୁ
ଛାତି ତଳେ ସାଇତି ରଖେ ଯନ୍ତ୍ରଣାର ଆଘାତକୁ
ବୋଧହୁଏ ଭୁଲିପାରେନି
ନହେଲେ କିଏ ବା ନ ଚାହେଁ
ଶାନ୍ତିରେ ରହିବାକୁ ।
ଉପହାର
ଦଂଶନ
ଶବ୍ଦ ସରଳ ମନର
ଶକ୍ତି ଏକ ଇଛାର
ହେ ଈଶ୍ୱର
ଦାନ୍ତ
ନାରୀ**
ରହସ୍ୟର ଯନ୍ତ୍ର...
ବିଶ୍ବାସ
ଜୀବନର ଭିନ୍ନ ଦ...