STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଉଆଁସୀ କନ୍ଯା

ଉଆଁସୀ କନ୍ଯା

1 min
177

ଅମା ଅନ୍ଧାରର ରୋହିଣୀ ନକ୍ଷତ୍ରେ

   ଜନ୍ମିତ ହୋଇଲେ କନ୍ୟା

ଜୀବନଟା ତାର   ଦୁଃଖର ସାଗର

    ନଥାଏ ଖୁସିର ବନ୍ୟା


ସେଇ କନ୍ୟା ଯେବେ ବିବାହିତ ହୁଏ

     ଲାଗଇ କଳଙ୍କ ଦାଗ

ଅଳ୍ପଦିନେ ନାଶ  ସ୍ୱାମୀର ଆୟୁଷ

   ଥାଏ ତା ବିଧବା ଯୋଗ


କପାଳ ଲିଖିନ କେ କରିବ ଆନ

    ଦୁଃଖରେ ସାରଇ ଦିନ

ଉଆଁସୀ କନ୍ୟାର କପାଳ ଫଟା ଯେ

      ଜୀବନଟା ହିନୀମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍