STORYMIRROR

jagabandhu sahu

Others

3  

jagabandhu sahu

Others

ଉଆଁସୀ କନ୍ଯା

ଉଆଁସୀ କନ୍ଯା

1 min
162

ଅମା ଅନ୍ଧାରର ରୋହିଣୀ ନକ୍ଷତ୍ରେ

   ଜନ୍ମିତ ହୋଇଲେ କନ୍ଯା

ଜୀବନଟା ତାର   ଦୁଃଖର ସାଗର

    ନଥାଏ ଖୁସିର ବନ୍ଯା ।


ସେଇ କନ୍ଯା ଯେବେ ବିବାହିତ ହୁଏ

     ଲାଗଇ କଳଙ୍କ ଦାଗ

ଅଳ୍ପଦିନେ ନାଶ  ସ୍ବାମୀର ଆୟୁଷ

   ଥାଏ ତା ବିଧବା ଯୋଗ ।


କପାଳ ଲେଖିନ କେ କରିବ ଆନ

    ଦୁଃଖରେ ସାରଇ ଦିନ

ଉଆଁସୀ କନ୍ଯାର କପାଳ ଫଟା ଯେ

      ଜୀବନଟା ହିନୀମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ