Kshyama sagar Prusty
Others
ଧୀର ପାଣି ସ୍ପର୍ଶ ପାଇ
ମନ ଉଲ୍ଲସିତ ତୁଠ ପଥରର l
ମନେ ଭାବୁଛି ପାଇଯାଇଛି
ପ୍ରିୟ ସାଥୀକୁ ତାର ll
ସେ କି ଜାଣେ ଧୀରପାଣି ସ୍ପର୍ଶରେ
କମିକମି ଯାଉଛି ଆୟୁଷ ତାର l
ବିଚରା ତୁଠ ପଥର ସେ କି ଜାଣେ
ନଦୀ କେବଳ ସାଗରର
ନଦୀ କେବଳ ସାଗରର.. ll
ବାପା ମୋର ପରିଚ...
ଜହ୍ନ ଖୋଜୁଛି ନ...
ପାଠରେ ଦିଅ ମନ
ସ୍ମୃତି ଓ ତୁମେ
କରୋନା ତୁ କେଡେ...
ମାଆ ର ପଣତ
ମାଉସୀ ମାଆ
ଗର୍ବ ଗୌରବ ଆମ ...
ମୋ ଗାଁ ମୋ ଦୁନ...
କେବେ ବଦଳିବ