STORYMIRROR

Sudipta Sundar Mohanty

Others

3  

Sudipta Sundar Mohanty

Others

ତୁଣ୍ଡେ ଗାନ୍ଧୀ ନାମ ଧରି

ତୁଣ୍ଡେ ଗାନ୍ଧୀ ନାମ ଧରି

1 min
328


ତୁଣ୍ଡେ ଗାନ୍ଧୀ ନାମ ଧରି

ହେଉଛ ତପ୍ତ ବୈତରିଣୀ ପାରି ।

ଯାହା ମିଳୁଅଛି ତୁମକୁ

ଭରି ଦିଅ ପକେଟ୍ ରେ ତୁମରି ।

ରାମ ନାମ କରି ଉଚ୍ଚାରଣ

କରି ଥାଓ ମଣିଷ ମାଂସ ଭକ୍ଷଣ ।

ଗରିବୀ ହଟାଓ ବୋଲି କହି

ଗରିବ ମାନଙ୍କ ଧନ ଯାଅ ଖାଇ ।

କର ବଳିଷ୍ଠ ଶରୀର ତୁମର

ହେବାକୁ ଯେଣୁ ଚୋର ଟାଉଟର ।

ଗାଦୀ ର ଅଧିକାର ପାଇଁ

ମାଗ ଜନତାଙ୍କୁ ଭୋଟ୍ ଯାଇ ।

ଶପଥ କରିଥାଓ ଗୀତାକୁ ଛୁଇଁ

ମିଛ ପ୍ରତିଶ୍ରୁତି ମିଛ ବାହାନା ଦେଖାଇ ।

ନ୍ୟାୟ ମାଗିବାକୁ ଗଲେ କେହି

ଚିହ୍ନି ନାହିଁ ବୋଲି କହି ଦିଅ ଘଉଡାଇ ।

କେତେ ଆଉ ଅନ୍ୟାୟ କୁ ପ୍ରଶ୍ରୟ ଦେବ





இந்த உள்ளடக்கத்தை மதிப்பிடவும்
உள்நுழை