STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ତୁମକୁ ସଲାମ

ତୁମକୁ ସଲାମ

1 min
13.8K


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


• ତୁମକୁ ସଲାମ,ହେ ବୀର ସୈନିକ, ତୁମକୁ ସଲାମ

• ସୀମାନ୍ତ ସିଂହ ତୁମେ ମହାନ୍

• ଗୈାରବେ ମହିୟାନ ହେ ,

• ବୀର ସୈନିକ ତୁମକୁ ସଲାମ ।।

• ଆକାଶ ଛୁଆଁ କିରତୀ ନେତ

• ଦୃପ୍ତ ହସ୍ତେ ତୋଳି

• ରକ୍ତ ଢାଳି ଦେଶ ମାତୃକାର

• ରଖିଅଛ ସନମାନ

• ହେ ବୀର ସୈନିକ ତୁମେ ସଲାମ

• ବୀର ସୈନିକ ତୁମକୁ ସଲାମ …।।

• ଏମାଟି ମାଆ କୁଳ ଚନ୍ଦ୍ରମା

• ହୀମାଦ୍ରି ଚୁଳେ ସୂର୍ଯ୍ୟ

• ଏଜାତୀ ଜାତିୟ ଇତିହାସେ ତୋ

• କିରତୀ ବିଦ୍ୟମାନ

• ହେ ବୀର ସୈନିକ ତୋତେ ସଲାମ


• ହେ ସୈନିକ ତୁମକୁ ସଲାମ …।।

• ଦେଖିନି କେବେ ବସନ୍ତ ଋତୁ

• ବର୍ଷା, ନିଦାଘ, ଶୀତ

• ନିର୍ଭୟେ ଦିବା ରାତ୍ରି ପ୍ରହରା

• ବଜିଲଗାଇ ପ୍ରାଣ

• ହେ ବୀର ସୈନିକ ତୁମେ ସଲାମ

• ହେ ସୈନିକ ତୁମକୁ ସଲାମ…।।

• ତୋ ଛତ୍ରଛାୟା ଛାୟାରେ ମାଆ

• ଦେଖ କେମିତି ହସେ

• ସୁପୁତ୍ର ପଣେ ତାମଧ୍ୟେ ଜଣେ

• ତୁ ମୋ ଜାତୀୟ ଜୀବନ

• ହେ ବୀର ସୈନିକ ତୋତେ ସଲାମ

• ହେ ସୈନିକ ତୁମକୁ ସଲାମ…।।



Rate this content
Log in